Feb
2021
28
*ସବୁ ପାଇଲା ପରେ — ନଳିନୀ କାନ୍ତ ପାଢୀ*
ସବୁ ପାଇଲା ପରେ *************** ସବୁ ଶିଖିଲା,ଜାଣିଲା ଓ ପାଇଲା ପରେ ବି ଆହୁରି କଣ ବାକିରହିଲା ଯେ -?? ତୁମେ ଅସହଣୀ ଭବିଷ୍ୟତରେ ଠିଆହୋଇ ବିତୃଷ୍ଣl ଆକାଶ ଆଡେ ଅନାଇ ଖାଲି ଅନ୍ୟମନସ୍କତାକୁ ଆବୋରି ନିଜକୁ ଶେଷ କରିବାର ଦୁର୍ବାର ଇଛାପୋଷଣ କରୁଛ, ଆଉ ସମସ୍ତଙ୍କୁ ଅବିଶ୍ୱାସର ଜାଲରେ ଛନ୍ଦି ମାୟାମୟ କଳ୍ପନାରେ ଭାସୁଛ ! ସମୟ