Apr
2022
20
*ଜୀବନ ସାଥୀ — ନର୍ମଦା ନାୟକ*
ଜୀବନ ସାଥୀ *********** ଧରାଧାମେ ଦୁରଲଭ ମାନବ ଜୀବନ କୋଟି କୋଟି ତପର ପୁଣ୍ୟବଳେ ସାଧନ l ଜନକ ଜନନୀ ସହୋଦର ସୁତା ସୁତ ଜାୟା ସଖା ପତି ସହୋଦର ସମ୍ବଦ୍ଧିତ l ଶରୀରେ ଆତ୍ମା ଥିଲେ ସକଳ ମଧୁମୟ ଉଡିଗଲେ ଆତ୍ମ -ପକ୍ଷୀ ଶବ ପରିଚୟ l ମାଟିପିଣ୍ଡ ରହେ ପଡି