Jun
2022
29
ବୁନ୍ଦାଏ ଲୁହ — ତପସ୍ଵିନୀ ଜେନା
ବୁନ୍ଦାଏ ଲୁହ ଅକ୍କାନ୍ତ ଶ୍ରମର ଅନେକ ମାଇଲ ଖୁଣ୍ଟ ଅତିକ୍ରମ କରି ଶର୍ମିଷ୍ଠା ସ୍ଥାଣୁ ପାଲଟି ଗଲାଣି। ବାଲ୍ୟ ,କୈଶୋର, ଯୌବନ ଏସବୁ ଯାତନା ଭିତରେ କେତେବେଳେ ଅତିବାହିତ ହୋଇଗଲା ତା’ର ସଠିକ ସ୍ୱାଦ ଚାଖିବା ତା’ଲାଗି ସମ୍ଭବ ହେଲାନାହିଁ। ବିଧି ତା’ପାଇଁ ତିଆରିଥିବା ବିଧାନକୁ ଆକଣ୍ଠ ଗରଳ ପରି ପାନକରି ନୀଳକଣ୍ଠଙ୍କ ପରି ନିଜ କାୟାକୁ