Aug
2022
27
ସ୍ବାଧୀନତା ସଂଗ୍ରାମର ମହାନ ସାରଥୀ ବିପ୍ଳବୀ ବୀର ଚକରା ବିଶୋଇ ଲେଖକ— ଡ. ସୁରେନ୍ଦ୍ର ଚନ୍ଦ୍ର ପଣ୍ଡା
•••••••••••••••••••••••••• ସ୍ବାଧୀନତା ସଂଗ୍ରାମର ମହାନ ସାରଥୀ ବିପ୍ଳବୀ ବୀର ଚକରା ବିଶୋଇ ଲେଖକ— ଡ. ସୁରେନ୍ଦ୍ର ଚନ୍ଦ୍ର ପଣ୍ଡା •••••••••••••••••••••••••• ଅନନ୍ତ ଆକାଶକୁ ନ ଦେଖିଲେ ଯେମିତି ତା’ର ବିଶାଳତାକୁ ଉପଲବ୍ଧ କରି ହୁଏନା , ସାଗରର ବିସ୍ତୃତି ପ୍ରତି ଦୃଷ୍ଟି ନିକ୍ଷେପ ନକଲେ ତା’ର ଗଭୀରତାକୁ ଯେଭଳି ମାପ କରି ହୁଏନା , ଠିକ୍ ସେହିପରି ଉତ୍କଳର