Oct
2022
2
ତୁଳସୀ — ଡାକ୍ତର ଗାୟତ୍ରୀ ସାହୁ
ତୁଳସୀ ଶଙ୍ଖଚୂଡ ପତ୍ନୀ ସତୀ ସାଧ୍ବୀ ତୁଳସୀ କି ଅବା ବର୍ଣ୍ଣିବି ମହିମା ତୁମର? ଦେବତାମାନଙ୍କ କାର୍ଯ୍ୟ ସାଧନେ ତତ୍ପର ହୋଇଥିଲେ ଶ୍ରୀହରି ହେ ମାୟାଈଶ! ଧରି ଶଙ୍ଖଚୂଡ ବେଶ କପଟେ କରିଲ ତୁଳସୀର ସତୀତ୍ବ ନଷ୍ଟ ତୁଳସୀଙ୍କ ଅଭିଶାପ କରି ଗ୍ରହଣ ଦିବ୍ଯ ଲୀଳାମୟ ବିଗ୍ରହକୁ ଦେଲ ଦରଶନ ସତରେ ତୁଳସୀ ତୁମେ କେତେ ମହାନ୍?।୧।