Jan
2021
20
ଜଙ୍ଗଲ ସେତ ପ୍ରକୃତି କନ୍ୟା — ଡମ୍ବରୁଧର ଦାଶ
🌱🌱ଜଙ୍ଗଲ ସେତ ପ୍ରକୃତି କନ୍ୟା ( ରାଗ – ଚକ୍ରକେଳି ) ପ୍ରକୃତି ରାଣୀର ଜଙ୍ଗଲ କନ୍ୟା ରୂପ ଗୁଣେ ସିଏ ଅଟେ ଅନନ୍ୟା ।।୧।। ସବୁଜ ବସନେ ତା କଳେବର ଦିଶୁଥାଏ ସିଏ କି ମନୋହର ।।୨।। ଜଙ୍ଗଲ ପ୍ରେମରେ ହୋଇଣ ମଦ ଧରା ବକ୍ଷେ ଅବତରେ ବଉଦ ।।୩।। ନାନା ଆଭୂଷଣେ ଭରା ଶରୀର