Nov
2020
13
ଅଲୋଡ଼ାଫୁଲ – ଜଗନ୍ନାଥ ଜେନା
ଅଲୋଡ଼ାଫୁଲ ବୃଦ୍ଧାଶ୍ରମର ଚାରିକାନ୍ଥ ଭିତରେ ଅଣନିଶ୍ୱାସୀ ହେଇ ଯାଉଥାନ୍ତି ବିନୋଦବାବୁ ।ହଟାତ କେମିତି ସମୟ ସବୁ ଓଲଟପାଲଟ ହୋଇଗଲା ଜଣା ପଡୁନଥିଲା।ଯିଏ ଦିନେ ବିଳାସ ବ୍ୟସନ ରେ ରାଜକୀୟ ଜୀବଜାପନ କରୁଥିଲା ସେ ନିଜକୁ ବୃଦ୍ଧାଶ୍ରମର ଚାରିକାନ୍ଥ ଭିତରେ ସହ୍ୟ କରିପାରୁନଥାନ୍ତି । ବିଧିରବିଧାନ ସତରେ ବଡ ଦାରୁଣ, ସହରୀ ଝିଅକୁ ବାହାହୋଇ ପୁଅ ଅଜୁଟା ଏତେ