Nov
2020
2
ଏଇ ତ ଜୀବନ
ଏଇ ତ ଜୀବନ ଜୀବନ ସଦା ଦୋଛକି ହତବୁଦ୍ଧି ରେଖା ରେ ଛନ୍ଦିତ ନ୍ୟାୟ …ଅନ୍ୟାୟ ଧର୍ମ… ଅଧର୍ମ କର୍ତ୍ତବ୍ୟ…. ଅକର୍ତ୍ତବ୍ୟ ର ଦୋସନ୍ଧି ର ମଧ୍ୟଭାଗରେ ମାପଯୁପ ଏ ଜୀବନ କେବେ ପୁଣି …ଅଛି ….ନାହିଁ ସୁନ୍ଦର …ଅସୁନ୍ଦର ଆତ୍ମିୟ …ପର ଦୁଃଖ….ସୁଖ ଗୁଡ଼ାଏ ଅଡ଼ୁଆ ପ୍ରଶ୍ନିଳ ଭାବନା ରେ ବନ୍ଧା ଏ ଦପଦପ ଜୀବନ