ମୋ କୃଷ୍ଣ — କବିତା ଖୁଣ୍ଟିଆ
ମୋ କୃଷ୍ଣ ଭାବ ବିନୋଦିଆ ନଟନାଗର ତୁମକୁ ଭଜୁଛି ମୁଁ ନିରନ୍ତର ।। ସୁଖେ ହେଉ ଅବା ଦୁଃଖେ ତୁମକୁ ନିରନ୍ତରେ ଭଜେ ତୁମ୍ଭ ନାମକୁ ।। ତବ ଶ୍ରୀ ଚରଣେ ପ୍ରଭୁ ଦାସୀ ଟିଏ ପରି ନୀତି ସେବା କରୁଥିବିି ତୁମ ନାମ ସ୍ମରି ।। ବାସ କରୁଥାଅ ସଦା ମୋ
ମୋ କୃଷ୍ଣ ଭାବ ବିନୋଦିଆ ନଟନାଗର ତୁମକୁ ଭଜୁଛି ମୁଁ ନିରନ୍ତର ।। ସୁଖେ ହେଉ ଅବା ଦୁଃଖେ ତୁମକୁ ନିରନ୍ତରେ ଭଜେ ତୁମ୍ଭ ନାମକୁ ।। ତବ ଶ୍ରୀ ଚରଣେ ପ୍ରଭୁ ଦାସୀ ଟିଏ ପରି ନୀତି ସେବା କରୁଥିବିି ତୁମ ନାମ ସ୍ମରି ।। ବାସ କରୁଥାଅ ସଦା ମୋ
ବୃକ୍ଷ ବୀଜ ଟିଏ ସେତ ଭାରି ଛୋଟିଆ ଭୂଇଁରେ ପୋତିଲେ ହୁଅଇ ଠିଆ ।। ଜଳ, ବାୟୁ, ରଶ୍ମୀ ଆହାର କରି ବଢ଼ି ଚାଲୁଥିାଏ ଆନନ୍ଦେ ଭାରି ।। ପତ୍ର ଫୁଲ ଫଳ ଧାରଣ କରେ ପୃଥିବୀ ରାଣୀର ଶୋଭା ବଢାଏ ।। ନାନା ରୂପେ ଦ୍ରବ୍ୟ ପ୍ରଦାନ କରି ଜଗତର ପ୍ରିୟ
ବୋଉ ଦଶ ମାସ ଦଶ ଦିନ ଗର୍ଭରେ ରଖି, ସନ୍ତାନ ଜନମ ଦେଇ ହୁଏ ସେ ସୁଖୀ । ପାଳି ପୋଷି ସିଏ ବଡ଼ କରାଏ, ବୋଉ ଡାକ ଶୁଣି ଧନ୍ୟ ଯେ ହୁଏ । ବୋଉ ବୋଲି ପଦେ ଡାକିଲେ ଥରେ, ମମତାର ସ୍ନେହ ଅଜାଡ଼ି ପାରେ । ହାତ ଧରି
ପ୍ରିୟ ପ୍ରତି ରହିଛି ରହିବି ରହିଥିବି ଏକା ତୁମରି ପଥକୁ ଚାହିଁ, କେଜାଣି କେମିତି ତୁମେ ଚାଲିଯିବ କେବେ ଏହି ବାଟ ଦେଇ । ଆଖିରେ ଆଖିଏ ସପନ ଭରିଣ ଚାଲିଛି ଜୀବନ ବାଟ, ସେ ବାଟରେ କାଳେ ତୁମ ସହ ଦିନେ ହୋଇଯିବ ମୋର ଭେଟ । କଥା ଦେଇଥିଲ ସାଥିରେ ରହିବ
ତୁମେ ତୁମେ ଆଜି କାଇଁ ଲାଗ ଏତେ ସୁନ୍ଦର ତୁମକୁ ଦେଖି ଏ ଛାତି ମୋର ହୁଏ ଅଧିର । ଯେ ରୂପର ନାହିଁ କେବେ କଳ୍ପନା, ସେ ରୂପକୁ କେମନ୍ତ କରିବି ମୁଁ ବର୍ଣ୍ଣନା । କନ୍ଦର୍ପର ରୂପ ପରି ତୁମ ରୂପ ଲାଗେ, ଆଖି ମୋର ରହିଯାଏ ତୁମ ରୂପ ଆଗେ
ଅକୁହା କଥା କେମିତି କହିବି ସାଥି ମୁଁ ତୁମକୁ କେମିତି କହିବି ଜାଣେନା, ଜାଣିକି ପାରୁନ ମୋ ହୃଦ ବେଦନା ଦେଉଛ ଏତେ ଯାତନା । କେତେ ଦୂରେ ଅଛ ତୁମେ ମୋର ପ୍ରିୟ କେତେ ଦୂରେ ଅଛି ମୁହିଁ, କେବେ ଯେ ଘଟିବ ଏ ବିରହ ଅନ୍ତ ତାହାକୁ ରହିଛି ଚାହିଁ ।