July 05, 2022
11 11 11 AM
କମ୍ଭୁ-କଟକ ରେ କୋଟି ବ୍ରହ୍ମାଣ୍ତ ନାୟକ–ପବିତ୍ର ବେହେରା
*ଈଶ୍ବରଙ୍କୁ ପ୍ରଶ୍ନ–ହୃଦୟ ରଞ୍ଜନ ପରିଡ଼ା*
ବୁନ୍ଦାଏ ଲୁହ — ଭାରତୀ ପଣ୍ଡା
ବୁନ୍ଦାଏ ଲୁହ — ତପସ୍ୱିନୀ ଜେନା
ବୁନ୍ଦାଏ ଲୁହ — ନିର୍ମଳ ବାରିକ
ବୁନ୍ଦାଏ ଲୁହ — ସରୋଜ କୁମାର ସାହୁ
ବୁନ୍ଦାଏ ଲୁହ — ଚୁମକି ଦାସ
ବୁନ୍ଦାଏ ଲୁହ — ସୁଧାଂଶୁ ଗିରି
ବୁନ୍ଦାଏ ଲୁହ — ଜ୍ଞାନ ରଞ୍ଜନ ନାୟକ
ବୁନ୍ଦାଏ ଲୁହ — ମୁକ୍ତିରାଣୀ ଦେବତା
A spoon of tears —  Ratikanta Samal
A spoon of tears — Chinmayee Mohapatra
A spoon of tears — Sreekanta Panda
A spoon of tears — Dr.Satish C.Srivastava
A spoon of Tears — Shiw Shankar Shaw
A spoon of Tears — Pankajam Kottarath
A spoon of Tears — Bagawath Bhandari
A spoon of Tears — Afrose Saad
ବୁନ୍ଦାଏ ଲୁହ — ଭାରତୀ ପଣ୍ଡା
ବୁନ୍ଦାଏ ଲୁହ — ସ୍ୱାଗତିକା ବେହେରା
Latest Post
କମ୍ଭୁ-କଟକ ରେ କୋଟି ବ୍ରହ୍ମାଣ୍ତ ନାୟକ–ପବିତ୍ର ବେହେରା *ଈଶ୍ବରଙ୍କୁ ପ୍ରଶ୍ନ–ହୃଦୟ ରଞ୍ଜନ ପରିଡ଼ା* ବୁନ୍ଦାଏ ଲୁହ — ଭାରତୀ ପଣ୍ଡା ବୁନ୍ଦାଏ ଲୁହ — ତପସ୍ୱିନୀ ଜେନା ବୁନ୍ଦାଏ ଲୁହ — ନିର୍ମଳ ବାରିକ ବୁନ୍ଦାଏ ଲୁହ — ସରୋଜ କୁମାର ସାହୁ ବୁନ୍ଦାଏ ଲୁହ — ଚୁମକି ଦାସ ବୁନ୍ଦାଏ ଲୁହ — ସୁଧାଂଶୁ ଗିରି ବୁନ୍ଦାଏ ଲୁହ — ଜ୍ଞାନ ରଞ୍ଜନ ନାୟକ ବୁନ୍ଦାଏ ଲୁହ — ମୁକ୍ତିରାଣୀ ଦେବତା A spoon of tears —  Ratikanta Samal A spoon of tears — Chinmayee Mohapatra A spoon of tears — Sreekanta Panda A spoon of tears — Dr.Satish C.Srivastava A spoon of Tears — Shiw Shankar Shaw A spoon of Tears — Pankajam Kottarath A spoon of Tears — Bagawath Bhandari A spoon of Tears — Afrose Saad ବୁନ୍ଦାଏ ଲୁହ — ଭାରତୀ ପଣ୍ଡା ବୁନ୍ଦାଏ ଲୁହ — ସ୍ୱାଗତିକା ବେହେରା

ସଜ ସକାଳ-Gyanaranjan Nayak

ସଜ ସକାଳ

ରାତି ପାହିଗଲେ ସଜ ସକାଳ ରେ
କଢ଼ୀ ଟି ପୁଲକି ରହେ
ପ୍ରେମୀ ହୃଦୟରେ ସମର୍ପିତ ଭାବେ
ବିଭୂପାଦେ ସ୍ଥାନ ଚାହେଁ l

ନଭେ ତାରାଗଣ ହୁଅନ୍ତି ନିଷ୍ପ୍ରଭ
ରଜନୀ ନେଲେ ବିଦାୟ
ଚତୁର୍ଦିଗ ଦିଶେ ସୁବର୍ଣ୍ଣମୟ ଯେ
ଅରୁଣ ହେଲେ ଉଦୟ l

କିଚିରି ମିଚିରି କାକଳୀ ଙ୍କ ସ୍ଵରେ
ସ୍ୱର୍ଗ ହୁଏ ପୁଣ୍ୟ ଧରା
କୋଇଲି ର କୁହୁ ଶୁଭୁଥାଏ ଦୂରୁ
ପ୍ରେମ ମାଦକରେ ଭରା l

ଦୂର ଆକାଶ ରେ ମଲାଜହ୍ନ ଟିଏ
ଫିକାଫିକା ଦିଶୁଥାଇ
ସତେକି କୁହଇ ଆଜି ଅଛି ଯିଏ
କାଲି କୁ ଥିବ କି ନାହିଁ l

ମୁଁ ଥାଏ ନ ଥାଏ ଏ ସାରା ଜଗତେ
ଥିବ ଟି ସଜ ସକାଳ
ମୋ ଟିକି କବିତା ଅମର ରହିବ
ରହିଥିବ ଚିରକାଳ l

Gyanaranjan Nayak. Tinimuhani.Kendrapada

 11 total views,  1 views today

Leave a Reply

Your email address will not be published.

twenty + = 24