Jun
2022
21
ସଜ ସକାଳ-Gyanaranjan Nayak
ସଜ ସକାଳ ରାତି ପାହିଗଲେ ସଜ ସକାଳ ରେ କଢ଼ୀ ଟି ପୁଲକି ରହେ ପ୍ରେମୀ ହୃଦୟରେ ସମର୍ପିତ ଭାବେ ବିଭୂପାଦେ ସ୍ଥାନ ଚାହେଁ l ନଭେ ତାରାଗଣ ହୁଅନ୍ତି ନିଷ୍ପ୍ରଭ ରଜନୀ ନେଲେ ବିଦାୟ ଚତୁର୍ଦିଗ ଦିଶେ ସୁବର୍ଣ୍ଣମୟ ଯେ ଅରୁଣ ହେଲେ ଉଦୟ l କିଚିରି ମିଚିରି କାକଳୀ ଙ୍କ ସ୍ଵରେ ସ୍ୱର୍ଗ ହୁଏ ପୁଣ୍ୟ