ପ୍ରୀତି ଫୁଲ
……….
ଚିର ଚରିତ ଚୂର୍ଣ୍ଣ ରେ ,
ଲେପନ ଏଇ ପ୍ରୀତି ର ଝାଙ୍କର l
ବିଗତ ବିତିଲା ଗଳ୍ପ ରେ ,
ଦ୍ରବୀଭୂତ ଏଇ ସ୍ମୃତି ର ଅତର l
ଉଦବେଗ ର ଚାହାଣୀ ରେ ,
କ୍ଷତାକ୍ତ ଏଇ ରକ୍ତମାଂସ ର ଶରୀର l
ପ୍ରୀତି ଫୁଲ ର ଆସ୍ତରଣ ରେ ,
ଫୁଙ୍କ ତୁମ ସବୁ ଭେଦିଲା ମନ୍ତର l
ସବିତା ପଟ୍ଟନାୟକ
କେଉଁଝର