June 10, 2023
11 11 11 AM
ଏକତା ହିଁ ବଳ – ବିନୋଦିନୀ ଦାଶ
ଆତ୍ମା ନନ୍ଦିଘୋଷେ ଶ୍ରୀ ଜଗନ୍ନାଥ -ନଳିନୀ ପ୍ରଭା ମିଶ୍ର
ଉଠ ଉଠ ନୀଳମଣି – ବିଜୟ କୁମାର ସ୍ବାଇଁ
ପ୍ରକୃତି –  ଡଃ ପ୍ରିୟମ୍ବଦା ସାମଲ
କାଳିଆ ଭରଷା – ଅଶୋକ କୁମାର ପତି
କାମନାର ବିନାଶରେ ଦୁଃଖର ବିନାଶ – ଭାସ୍କର ରାଉତ
ସେ ତ ଭକତ ଭାବରେ ବନ୍ଧା – ତରୁଣ କୁମାର ମିଶ୍ର
ଝିଅ ଜନମ ପର ଘରକୁ – ଡଃ ପ୍ରିୟମ୍ବଦା ସାମଲ
‌ଅପରାହ୍ନ – ନଳିନୀ ପ୍ରଭା ମିଶ୍ର 
କବିତା – ନଳିନୀ ପ୍ରଭା ମିଶ୍ର
ALLUSION OF EVOLUTION – Manoj Kumar Panda 
ALLUSION OF MASOCHISM – Manoj Kumar Panda 
ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ
ମା’ତୁମେ ମମତାର ସାଗର – ଭାସ୍କର ରାଉତ
ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର
ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ
ସମୟ ବଡ଼ ବଳବାନ – ଭାସ୍କର ରାଉତ
ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ
ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ
Latest Post
ଏକତା ହିଁ ବଳ – ବିନୋଦିନୀ ଦାଶ ଆତ୍ମା ନନ୍ଦିଘୋଷେ ଶ୍ରୀ ଜଗନ୍ନାଥ -ନଳିନୀ ପ୍ରଭା ମିଶ୍ର ଉଠ ଉଠ ନୀଳମଣି – ବିଜୟ କୁମାର ସ୍ବାଇଁ ପ୍ରକୃତି –  ଡଃ ପ୍ରିୟମ୍ବଦା ସାମଲ କାଳିଆ ଭରଷା – ଅଶୋକ କୁମାର ପତି କାମନାର ବିନାଶରେ ଦୁଃଖର ବିନାଶ – ଭାସ୍କର ରାଉତ ସେ ତ ଭକତ ଭାବରେ ବନ୍ଧା – ତରୁଣ କୁମାର ମିଶ୍ର ଝିଅ ଜନମ ପର ଘରକୁ – ଡଃ ପ୍ରିୟମ୍ବଦା ସାମଲ ‌ଅପରାହ୍ନ – ନଳିନୀ ପ୍ରଭା ମିଶ୍ର  କବିତା – ନଳିନୀ ପ୍ରଭା ମିଶ୍ର ALLUSION OF EVOLUTION – Manoj Kumar Panda  ALLUSION OF MASOCHISM – Manoj Kumar Panda  ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ ମା’ତୁମେ ମମତାର ସାଗର – ଭାସ୍କର ରାଉତ ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ ସମୟ ବଡ଼ ବଳବାନ – ଭାସ୍କର ରାଉତ ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ

ପ୍ରେମରେ ଜୀଇଁବା ଶିଖ — ବିନୋଦିନୀ ଦାଶ

ପ୍ରେମରେ ଜୀଇଁବା ଶିଖ

ବିନୋଦିନୀ ଦାଶ

 

ସଂସାର ବୁକୁରେ ଘର କରିଅଛ

ପ୍ରେମରେ ଜୀଇଁବା ଶିଖ

ଲଭିବାକୁ ହେଲେ ଜୀବନେ ସନ୍ତୋଷ

ସତ୍ୟ ପଥେ ପାଦ ରଖ

ନଥିବ ବିପଦ ଦୁଃଖ

ଯେତେ ଅସୁବିଧା ପଛେ ଧାଇଁଲେ ବି

ନମାଡିବ କେବେ ପାଖ ।

 

ପ୍ରେମ ପରିଭାଷା ଅତି ମିଠା ମିଶା

ମାନବ ସଙ୍ଗେ ଜଡିତ

ତା’କୁ ଛାଡ଼ି କେହି ଜୀଇଁ କି ପାରିଛି

ତାହା ଜୀବନ ଅମୃତ

ପାନେ ପରାଣ ତୃପତ

ମନ ପୁଲକିତ ହୃଦ ଆହ୍ଲାଦିତ

ଝରଇ ମଧୁ ସଙ୍ଗୀତ ।

 

ପ୍ରେମର ନିଶାରେ ହେଲେ ମତୁଆଲା

ସମ୍ପର୍କର ସୂତ୍ର ଦୃଢ଼

ବାନ୍ଧି ରଖିଥାଏ ପ୍ରତିଟି ପ୍ରାଣକୁ

ତା’ ଆଲିଙ୍ଗନ ନିବିଡ଼

ବଦଳିଥାଏ ବି ମୁଢ଼

ତେବେ କିଆଁ ପ୍ରେମରେ ଜୀଇଁ ନ ଶିଖି

ଅହଂକାର କୁଢ଼କୁଢ଼ ?

 

କୁରୁଆଁ, ମୁଗପାଳ, ଯାଜପୁର

 286 total views,  1 views today

Leave a Reply

Your email address will not be published. Required fields are marked *