March 25, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

*କୁରଙ୍ଗିର ଭିନ୍ନ ବେଶ – ସନ୍ତୋଷ କୁମାର ଅଟୀ*

-: କୁରଙ୍ଗିର ଭିନ୍ନ ବେଶ :-

ସନ୍ତୋଷ କୁମାର ଅଟୀ 

**************************

ଜାତିର ଦାୟାଦ ନିଦେଇ ଯାଇଛି

ଅଶିକ୍ଷାର ସୁଖ ଶେଜେ,

ସେଲାଗି ଶୁଭୁନି ଉନ୍ନତି ଚିତ୍କାର

ବିକାଶ ଶୋଇଛି ଲାଜେ ।।

ଆକ୍ଷେପ ଇଙ୍ଗିତ ଚାଟୁକାର ଆଜି

ଶୋଷଣ ପେଷଣେ ଲିପ୍ତ,

ସମସ୍ୟା ହସୁଛି କ୍ଷମତାର କୋଳେ

ସ୍ୱାର୍ଥ ପରାଣେ ରତ ।।

ନିଜ ପାଇଁ ଏଠି ସପନ ଦେଖୁଛି

ସମାଜକୁ କରି ହୀନ,

ଅଭାଗା ସମାଜ ତୁନି ହୋଇ ବସେ

କରୁନାହି ଅଭିମାନ ।।

ପୁରୁବ ଗାଥାର ତର୍ଜ୍ଜମା ହେଉନି

ସଜାଡୁନି ନିଜ ଦୋଷ,

କୁଟ କପଟକୁ ଭରିଭରି ଦିଏ

ସୁସ୍ଥ ସମାଜରେ ବିଷ ।।

ଲୋଟିବା କୁଟିବା କାମନାର ନିଶା

କୁରଙ୍ଗିର ଭିନ୍ନ ବେଶ,

ଅତୀତ ଗୈ।ରବ ଛଳନା ସାଜିଛି

ଦଲାଲି ମୁହଁର ହସ ।।

———–/////———

 

ସନ୍ତୋଷ କୁମାର ଅଟୀ

 

 771 total views,  1 views today

14 thoughts on “*କୁରଙ୍ଗିର ଭିନ୍ନ ବେଶ – ସନ୍ତୋଷ କୁମାର ଅଟୀ*

  1. Every weekend i used to go to see this web page, for the reason that i want enjoyment, since this this site conations truly
    pleasant funny information too.

  2. Wonderful site you have here but I was curious if you knew of any message boards that cover the
    same topics talked about here? I’d really like to be a part of online community where I can get advice from other experienced individuals that share the same interest.
    If you have any recommendations, please let me know.
    Many thanks!

  3. Can I just say what a comfort to find an individual who genuinely understands what they’re talking about over the
    internet. You certainly realize how to bring an issue to light and make it important.
    More and more people ought to read this and understand this
    side of your story. I was surprised you’re not more popular given that you certainly
    possess the gift.

Leave a Reply

Your email address will not be published. Required fields are marked *