Oct
2021
16
*ମଉଳା ଫୁଲର ବାସ୍ନା-ସନ୍ତୋଷ କୁମାର ଅଟୀ*
-:ମଉଳା ଫୁଲର ବାସ୍ନା:- ସନ୍ତୋଷ କୁମାର ଅଟୀ ************************** ଫୁଲଟିଏ ହୋଇ ଫୁଟିଥିଲ ତୁମେ ଅମାପ ବାସ୍ନା ନେଇ, କେତେକ୍ଷଣ ରହି ସହଳ ଫେରିଲ ଗଲ ସ୍ମୃତି ଛାଡି ଦେଇ ।। ଫୁଟିଲା ବେଳର ଗହଳ ଚହଳ କା ଆଖି କଲ ଚକିତ, ମନ ଗହନରେ ଅବିର ବୋଳିଲ ଇନ୍ଦ୍ରଧନୁ ଭ୍ରମ ଜାତ ।। କିଏ କାହାପାଇଁ କାହିଁକି