ହେ ମାତ !
ରଞ୍ଜନ କୁମାର ବ୍ରହ୍ମା
********************
ଚାହୁଁ ଚାହୁଁ ଆସିଗଲା
ତିଥି ମହାଷ୍ଟମୀ ।
ଦେଵଲୋକେ ପୂଜାପାଠ
କମ୍ପିଲା ମେଦିନୀ ।।
ଶରତ ସୁନ୍ଦରୀ ବେଶେ
ମୋହିଲ ତ୍ରିପୁର ।
ମତି ଭ୍ରମରେ ରାକ୍ଷାସ
କରେ ସୈନ୍ୟ ଠୁଳ ।।
ଖଣ୍ଡା ଗଦା ଅସ୍ତ୍ର ଶସ୍ତ୍ର
ସଜାଇ ଛୁରିକା ।
ଅଶ୍ୱ ଧ୍ଵଜ ଗଜ ସବୁ
ଅମାପ ପରିକା ।।
ଅସୁରର ବଳ ସଜ୍ଜା
କରିଲା ଚକିତ ।
ହସିଲେ ଶିବାନୀ ସ୍ମିତ
ଦେଇ ଅଟ୍ଟହାସ୍ୟ ।।
ସୃଷ୍ଟି କାର୍ତ୍ତାଙ୍କ ଆଶିଷ
କେ ପାରିବ କଳି ।
ସୃଷ୍ଟି ସଂହାର ରଖନ୍ତି
ତା’ ଠୁ ବଳ ବଳି ।।
ଥୟ ଧର ଦେବଗଣ
ସମସ୍ତ ଆଶ୍ରିତ ।
ହରାଅନି ସାଧୁ ଗୁଣ
ନିଜର ଶକତ ।।
ବିଲ୍ଵ ତରୁର କଣ୍ଟାରେ
କରିଲେ ତ୍ରିଶୂଳ ।
ସ୍ମରିଲେ ଶିବଙ୍କୁ ଶିବା
ହସ୍ତେ ଦିଅ ବଳ ।।
ସିଂହ ବହାନେ ଝପଟି
ତାକୁ ଦେବି ଦଳି ।
ଭୁଷି କଣ୍ଟା ଜୀବନକୁ
ଶୀଘ୍ର ଶୋଷିନେବି ।।
ଆଗକୁ ଆସିବ ଯିଏ
ଦେବି ପାଦେ ମଳି ।
ପିଇବି ରକତ ତା’ର
ଚିରି ପେଟ ଭରି ।।
ବିକଟାଳ ରୂପେ ଦେବୀ
ହେଲେ ଆବିର୍ଭାବ ।
ସରିଲା ଅସୁର ଜାତି
ହଟିଲା ବିତ୍ପାତ ।।
ରାକ୍ଷସ ରକତ ଛିଟା
ଅଛି ପଡି ଯହିଁ ।
ଯୁଗେ ଯୁଗେ ଦେବୀ ମାତ
ହୁଏ ଧରା ମୁହିଁ ।।
ତା’ ପାଦ ପଙ୍କଜେ ମୋର
ରଖି ଶ୍ରଦ୍ଧା ମତି ।
ଆସ ମାତ ଏ ଧରାକୁ
ହଟିବ ବିପତ୍ତି ।।
ରହିବ ମାନ ମହତ
ସାଧୁ ସଂଥଙ୍କର ।
ହସିବ ଧରଣୀ ସଦା
ହସିବ ଏ ପୁର ।।
ରଞ୍ଜନ କୁମାର ବ୍ରହ୍ମା
Have you ever thought about adding a little bit more than just your articles?
I mean, what you say is fundamental and everything.
But imagine if you added some great images or videos to give your posts more, “pop”!
Your content is excellent but with pics and videos, this website could
certainly be one of the greatest in its field. Superb blog!
Take a look at my site; tracfone special
I’d must verify with you here. Which isn’t something I often do! I get pleasure from studying a submit that will make folks think. Also, thanks for allowing me to remark!
It’s really a great and helpful piece of info. I am glad that you simply shared this useful information with us. Please stay us informed like this. Thanks for sharing.
Hello colleagues, how is all, and what you would like to say regarding this paragraph, in my view its in fact awesome in support of me.
Hello mates, good paragraph and good arguments commented at this place, I am actually enjoying by these.
Appreciate you sharing, great post.Really looking forward to read more. Awesome.
I need to to thank you for this very good read!! I absolutely enjoyed every bit of it. I have got you book marked to check out new stuff you postÖ