February 01, 2023
11 11 11 AM
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା)
ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼
ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ
ଦରଦି_ଦରଦ – ସୁମିତ୍ରା ନାୟକ 
ସ୍ମୃତି – ସୁମିତ୍ରା ନାୟକ 
ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ 
କୁହୁକ କୁହାଟ  – ସୁମିତ୍ରା ନାୟକ 
Latest Post
ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା) ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼ ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ ଦରଦି_ଦରଦ – ସୁମିତ୍ରା ନାୟକ  ସ୍ମୃତି – ସୁମିତ୍ରା ନାୟକ  ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ  କୁହୁକ କୁହାଟ  – ସୁମିତ୍ରା ନାୟକ 

*ହେ ମାତ – ରଞ୍ଜନ କୁମାର ବ୍ରହ୍ମା*

ହେ ମାତ !

ରଞ୍ଜନ କୁମାର ବ୍ରହ୍ମା

********************

ଚାହୁଁ ଚାହୁଁ ଆସିଗଲା
ତିଥି ମହାଷ୍ଟମୀ ।
ଦେଵଲୋକେ ପୂଜାପାଠ
କମ୍ପିଲା ମେଦିନୀ ।।

ଶରତ ସୁନ୍ଦରୀ ବେଶେ
ମୋହିଲ ତ୍ରିପୁର ।
ମତି ଭ୍ରମରେ ରାକ୍ଷାସ
କରେ ସୈନ୍ୟ ଠୁଳ ।।

ଖଣ୍ଡା ଗଦା ଅସ୍ତ୍ର ଶସ୍ତ୍ର
ସଜାଇ ଛୁରିକା ।
ଅଶ୍ୱ ଧ୍ଵଜ ଗଜ ସବୁ
ଅମାପ ପରିକା ।।

ଅସୁରର ବଳ ସଜ୍ଜା
କରିଲା ଚକିତ ।
ହସିଲେ ଶିବାନୀ ସ୍ମିତ
ଦେଇ ଅଟ୍ଟହାସ୍ୟ ।।

ସୃଷ୍ଟି କାର୍ତ୍ତାଙ୍କ ଆଶିଷ
କେ ପାରିବ କଳି ।
ସୃଷ୍ଟି ସଂହାର ରଖନ୍ତି
ତା’ ଠୁ ବଳ ବଳି ।।

ଥୟ ଧର ଦେବଗଣ
ସମସ୍ତ ଆଶ୍ରିତ ।
ହରାଅନି ସାଧୁ ଗୁଣ
ନିଜର ଶକତ ।।

ବିଲ୍ଵ ତରୁର କଣ୍ଟାରେ
କରିଲେ ତ୍ରିଶୂଳ ।
ସ୍ମରିଲେ ଶିବଙ୍କୁ ଶିବା
ହସ୍ତେ ଦିଅ ବଳ ।।

ସିଂହ ବହାନେ ଝପଟି
ତାକୁ ଦେବି ଦଳି ।
ଭୁଷି କଣ୍ଟା ଜୀବନକୁ
ଶୀଘ୍ର ଶୋଷିନେବି ।।

ଆଗକୁ ଆସିବ ଯିଏ
ଦେବି ପାଦେ ମଳି ।
ପିଇବି ରକତ ତା’ର
ଚିରି ପେଟ ଭରି ।।

ବିକଟାଳ ରୂପେ ଦେବୀ
ହେଲେ ଆବିର୍ଭାବ ।
ସରିଲା ଅସୁର ଜାତି
ହଟିଲା ବିତ୍ପାତ ।।

ରାକ୍ଷସ ରକତ ଛିଟା
ଅଛି ପଡି ଯହିଁ ।
ଯୁଗେ ଯୁଗେ ଦେବୀ ମାତ
ହୁଏ ଧରା ମୁହିଁ ।।

ତା’ ପାଦ ପଙ୍କଜେ ମୋର
ରଖି ଶ୍ରଦ୍ଧା ମତି ।
ଆସ ମାତ ଏ ଧରାକୁ
ହଟିବ ବିପତ୍ତି ।।

ରହିବ ମାନ ମହତ
ସାଧୁ ସଂଥଙ୍କର ।
ହସିବ ଧରଣୀ ସଦା
ହସିବ ଏ ପୁର ।।

ରଞ୍ଜନ କୁମାର ବ୍ରହ୍ମା

 1,188 total views,  1 views today

7 thoughts on “*ହେ ମାତ – ରଞ୍ଜନ କୁମାର ବ୍ରହ୍ମା*

  1. Have you ever thought about adding a little bit more than just your articles?
    I mean, what you say is fundamental and everything.
    But imagine if you added some great images or videos to give your posts more, “pop”!
    Your content is excellent but with pics and videos, this website could
    certainly be one of the greatest in its field. Superb blog!

    Take a look at my site; tracfone special

  2. It’s really a great and helpful piece of info. I am glad that you simply shared this useful information with us. Please stay us informed like this. Thanks for sharing.

Leave a Reply

Your email address will not be published. Required fields are marked *