ମାଆ କାଳରାତ୍ରୀ
ଜାନକୀ ମହାନ୍ତ
****************************
(ନବଦୁର୍ଗା ଙ୍କର ସପ୍ତମ ରୂପ)
ସପ୍ତମରେ ଦୁର୍ଗା କାଳରାତ୍ରୀ ମାତା
ତ୍ରିନେତ୍ରୀ ମା’ ଶାକମ୍ବରୀ,
ଗର୍ଦ୍ଦଭ ବାହିନୀ ମାଆ ମୁକ୍ତକେଶୀ
କୃଷ୍ଣବର୍ଣ୍ଣା ଭୟଙ୍କରୀ।।
ଶଙ୍କର ଆଦେଶେ ମା’ଗୌରୀ ବିନାଶେ
ଚଣ୍ଡ ମୁଣ୍ଡ ରକ୍ତବୀର୍ଯ୍ୟ,
ଶୁମ୍ବ ଓ ନିଶୁମ୍ଭ କରିଲେ ନିପାତ
ସର୍ବ ସିଦ୍ଧି ହୁଏ କାର୍ଯ୍ୟ ।।
“ରକ୍ତବୀଜ”ଦୈତ୍ୟେ ମାରିବା ସମୟେ
ରକ୍ତ କଣିକାରେ ଜାତ,
ଲକ୍ଷେ ରକ୍ତବୀଜ ଉତ୍ପନ୍ନ ହୁଅନ୍ତି
ତହୁଁ କାଳରାତ୍ରୀ ରୂପ ।।
କାଳରାତ୍ରୀ ନାଶ ରକ୍ତବୀଜ, ହୋଇ
ମହାକାଳୀ ଭଦ୍ରକାଳୀ,
ନାଲି ବସ୍ତ୍ର ପ୍ରିୟ ଭୟାନକ ରୂପ
ଭୈରବୀ ରୁଦ୍ରାଣୀ କାଳୀ ।।
ଗଳାରେ ବିଜୁଳି ସମ ମୁଣ୍ଡ ମାଳା
ଶାନ୍ତକରେ ଜଗଜ୍ୱ।ଳା,
ଅକାଳ ମୃତ୍ୟୁରୁ ରକ୍ଷା କରେ ଆଉ
ଅହଂଭାବ ନାଶେ ବାଳା ।।
ସର୍ବ ଶକ୍ତିମୟୀ ଅଟଇ ଜନନୀ
ନିଃଶ୍ୱାସରୁ ବର୍ଷେ ଅଗ୍ନି,
ହସ୍ତ ଦ୍ୱୟେ ଶୋଭେ ନାନା ଅସ୍ତ୍ରଶସ୍ତ୍ର
ଅଭୟବର ଦାୟିନୀ ।।
ତୁମରି ସ୍ମରଣେ ଦୂର ହୋଇ ଯାଏ
ଦାନବ ଦୈତ୍ୟ ରାକ୍ଷସ,
କାଳରାତ୍ରୀ ମା’ଗୋ ଆଶୀର୍ବାଦ ଦିଅ
ହେଉ ଭୁତାଣୁର ନାଶ।।
ଜାନକୀ ମହାନ୍ତ
I am so grateful for your article.Really thank you! Much obliged.
Thanks for sharing, this is a fantastic post.
Awesome article.Thanks Again. Really Great.
This is one awesome article post.Thanks Again. Fantastic.
A big thank you for your article post.Really thank you! Really Cool.
I think this is a real great post.Really thank you! Great.
This is one awesome post.Thanks Again. Much obliged.
This article is in fact a pleasant one it helps new net people, who are wishing in favor of blogging.
Really a good deal of wonderful info.good college essay titles community service college essay seo writing services
Thank you ever so for you article post. Much obliged.
I’ll immediately grasp your rss as I can’t in finding youre-mail subscription link or e-newsletter service.Do you have any? Please allow me understand so thatI could subscribe. Thanks.
You can definitely see your enthusiasm in the article you write.The world hopes for even more passionate writers such as you who are not afraid to mention how theybelieve. All the time follow your heart.