April 30, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ଏ କି ମାୟା ତୁମ କୁହ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*

ଏ କି ମାୟା ତୁମ କୁହ ହେ ଶ୍ରୀହରି

 

ଜିତେନ୍ଦ୍ର ଗିରି

*************************

ଭବସାଗରର ଅକାତ ଜଳକୁ

ଦେଖି ଲାଗେ ଭାରି ଛାନିଆଁ

ବିଶ୍ୱାସେ ତୁମର ନାଆ ଚଢ଼ି ଅଛି

ପାରି କର ହେ ନାଉରିଆ।

 

ଗଜ ଡାକିଥିଲେ ଗଭୀର ଜଳରୁ

ତୁମେ ତାଙ୍କୁ ଉଦ୍ଧାରିଛ

ଅସହାୟ ହେଇ ବୁଡ଼ି ମୁଁ ଗଲିଣି

ପ୍ରଭୁ କେଉଁ ସ୍ଥାନେ ତୁମେ ଅଛ।

 

ଏ କି ମାୟା ତୁମ କୁହ ହେ ଶ୍ରୀହରି

କାଇଁ କର ହନ୍ତସନ୍ତ

ଉଦ୍ଧାରକ ହେଇ ମଉନେ ବସିଛ

ଏ ଅଧମ ହେବକି ମୃତ।

 

ଭାବର ଠାକୁର ଆହେ ଭାବଗ୍ରାହୀ

ଭାବ ଯେ ତୁମର ପ୍ରିୟ

ତୁମ ପାଇଁ ଭାବ ମୋ ଅଭାବ ହେଲାକି

କୁହ ପ୍ରଭୁ ଟିକେ କୁହ।

 

ଅନାଥ ଜନଙ୍କ ଦୁଃଖ ହରୁଅଛ

ତୁମେ ପ୍ରଭୁ ଜଗନ୍ନାଥ

ତୁମ ଭରସାରେ ଆହେ ମହାବାହୁ

ମୁଁ ଟେକିଅଛି ଦୁଇ ହାତ।

 

ବୁଝି ସାରିଲିଣି ସବୁଥିରେ ତୁମେ

ଅବୁଝା ହେବିନି ଆଉ

ତେବେ କିଆଁ ଚିନ୍ତା କରିବି ଯେ ଆଉ

ଯା ଘଟିବ ତାହା ହେଉ।

 

ଜିତେନ୍ଦ୍ର ଗିରି

 

Loading

10 thoughts on “*ଏ କି ମାୟା ତୁମ କୁହ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*

  1. We are a group of volunteers and opening a new scheme in our community.
    Your site offered us with valuable info to work on. You have done a formidable job and our entire community will
    be grateful to you.

  2. fantastic post, very informative. I’m wondering why the opposite specialists of
    this sector don’t understand this. You should continue your writing.
    I am sure, you have a great readers’ base already!

  3. Good day! I know this is kinda off topic but I’d figured I’d ask.

    Would you be interested in exchanging links or maybe guest authoring
    a blog article or vice-versa? My site covers a lot of the same
    topics as yours and I think we could greatly benefit from each other.
    If you happen to be interested feel free to send me an e-mail.
    I look forward to hearing from you! Wonderful blog by the way!

  4. I am no longer certain the place you’re getting your information, but great topic.I must spend some time finding out much more or understanding more.Thank you for great information I was looking for this information for my mission.

Leave a Reply

Your email address will not be published. Required fields are marked *