January 28, 2023
11 11 11 AM
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା,
ହେ ଶିଳ୍ପୀ-କୁମାର ସୋନୁ
ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ
ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର
କଳା କୃତି-ସବିତା ପଟ୍ଟନାୟକ
କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ
बेटी बचाओ बेटी पढ़ाओ-लक्ष्मीप्रिया बेहेरा
ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ
ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ
ମୋର ଭୁଲ୍ କ’ଣ-ମମତା ବାରିକ୍
କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି
ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ
ଜାରଜ-ମୁକ୍ତିରାଣୀ ଦେବତା
ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା
ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ
ସାମାଜିକ ପରିବର୍ତ୍ତନ-କୁମାର ସୋନୁ
ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ
ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି
Latest Post
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା, ହେ ଶିଳ୍ପୀ-କୁମାର ସୋନୁ ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର କଳା କୃତି-ସବିତା ପଟ୍ଟନାୟକ କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ बेटी बचाओ बेटी पढ़ाओ-लक्ष्मीप्रिया बेहेरा ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ ମୋର ଭୁଲ୍ କ’ଣ-ମମତା ବାରିକ୍ କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ ଜାରଜ-ମୁକ୍ତିରାଣୀ ଦେବତା ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ ସାମାଜିକ ପରିବର୍ତ୍ତନ-କୁମାର ସୋନୁ ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି

ପଢନ୍ତୁ ଗେଲାମଣି ପ୍ରଧାନ ଙ୍କ ଗଳ୍ପ –ମନେ ପଡ଼େ ଆଜି ବିଦ୍ୟାଳୟ କଥା

 

ଶୀର୍ଷକ

ମନେ ପଡ଼େ ଆଜି ବିଦ୍ୟାଳୟ କଥା

 

ମନ ଖୁସିରେ ଧାଉଁ ଥିଲି ସ୍କୁଲକୁ।ଖେଳିବି,ନାଚିବି,ଗୀତ ଗାଇବି ବୋଲି।କିଛି ଦିନ ବିତିଗଲା ପରେ ଘରେ ପଢିବାକୁ କହିବା ବେଳେ ଶୋଇପଡୁଥିଲି ଆଉ ବାହାନା କରି ଖାଉନଥିଲି,ଋଷି ବସୁଥିଲି।ଏମିତି ଲାଗୁଥିଲା ମତେ ସ୍ନେହ କରୁନାହାନ୍ତି ଆଉ ସେଇଥିପାଇଁ ପଢିବାକୁ କହି ବୋଧେ କୁଆଡେ ଯିବେ ଚାଲି ଆସିବେନି ଆଉ ଫେରି ।ମାଆଙ୍କ ପାଖେ ଅଳି କରି ନ ପଢି ଶୋଇପଡେ,ଉଠିପଡ଼େ ବାପାଙ୍କ କଥା ପୁଣି ପଚାରି ଅଳି କରେ ।ବାପାଙ୍କୁ ଦେଖି ପୁଣି ହସିଦିଏ । ଦାଦାଙ୍କ କଥା ମନେପକାଇ ବହି ଧରେ ଆଉ ସ୍କୁଲ ଯିବି ଶୀଘ୍ର କହି ଶୋଇପଡେ।

ସକାଳୁ ଉଠେ ପାଞ୍ଚଟା ବେଳେ ବାପା-ମାଆଙ୍କୁ ପ୍ରଣାମ କରେ ।ମୋ ସାଙ୍ଗ ସାଥିଙ୍କୁ ଦେଖି ବହି ଧରେ ଆଉ ଦାଦାଙ୍କୁ ଦେଖି ବସି ରହେ ।ସାଙ୍ଗ ସାଥିଙ୍କୁ ଦେଖି ରହେ। ମୋ ମନ କଥା ଜାଣି ଦାଦା ହସନ୍ତି, ଚକଲେଟ୍ ଦେଇ ପଢ଼ିବାକୁ କୁହନ୍ତି।ଖୁସିରେ ଧାଇଁ ମାଆଙ୍କୁ ଦେଇ ଆସି ପଢ଼େ ବସି ଯାହା ଦେଲେ ପଚାରିଲେ କହେ ।ଅଧିକତ ସାଙ୍ଗ ସାଥୀର ଖାତା ଦେଖି ମୁରୁକି ମୁରୁକି ହସେ ମୁହିଁ।

ସ୍କୁଲକୁ ଯିବା ପାଇଁ କରେ ମନ କିନ୍ତୁ ଦାଦା ସାଥିରେ ନ ଗଲେ ଅଭିମାନ କରେ । ଠକ କରି କହେ ଜୋର ହେଉଛି ମତେ ବୋଲି।କିନ୍ତୁ ଦାଦା ଜାଣନ୍ତି ଆଉ ସାଥିରେ ସ୍କୁଲକୁ ନିୟନ୍ତି ଛାଡ଼ିଆସିଲା ବେଳେ କାନ୍ଦ କାନ୍ଦୁଣିଆ ହୋଇ କହେ ତମେ ମୋ ସାଥିରେ ସ୍କୁଲରେ ରୁହ ବୋଲି। ଦାଦା ବୁଝାଇଲେ ଧାଇଁ ଯାଏ ସ୍କୁଲ ଭିତରକୁ ଆଉ ଖେଳି ବସେ ଶ୍ରେଣୀରେ, ସାର୍ ଙ୍କୁ ଦେଖି ଶାନ୍ତିରେ ପଢେ ମୁହିଁ ।

ବାପା ବେଳେବେଳେ ଆସନ୍ତି ମତେ ଦେଖିବାକୁ ଆଉ ମୁଁ ବାପାଙ୍କୁ ଦେଖି ବେଗ୍ ଧରି ଆସେ ଶ୍ରେଣୀରୁ କିନ୍ତୁ ପୁଣି ସାର୍ ଙ୍କୁ ଦେଖି ଧାଇଁ ଯାଏ ଶ୍ରେଣୀକୁ ଆଉ ଝରକାରୁ ଲୁଚିଦେଖେ ବାପାଙ୍କୁ ଆନନ୍ଦ ହୋଇ ଦେଖାଏ ।ମୋ ବାପା ବୋଲି ସମସ୍ତଙ୍କୁ ଆଉ ଠିକ୍ ସେତିକିବେଳେ ହିଁ ବହି ଖୋଲି ଚିତ୍ର ଦେଖାଏ, ସଭିଙ୍କୁ ଆଉ କହୁଥାଏ ମୋ ବାପା-ମାଆ, ଆମ ଘର ବଗିଚା ବୋଲି।

ସ୍କୁଲକୁ ତ ନିଜ ଘର ଭାବି ଖେଳୁଥାଏ,ହସୁଥାଏ ।ଫୁଲ ବନେ ବସୁଥାଏ, ନୂଆ ନୂଆ ସାଙ୍ଗଙ୍କୁ ଆମ ଘରେ ମୋ ଦାଦା ପଢାନ୍ତି ବୋଲି କହୁଥାଏ । ବାରମ୍ବାର ଘର ପାଖ ବୋଲି ଆସୁଥାଏ, ଯାଉଥାଏ ମାଆଙ୍କୁ ଅଳି କରୁଥାଏ।

ନାମ-ଗେଲାମଣି ପ୍ରଧାନ
ଗ୍ରାମ-ଲୁହାଗୁଡି
ଜିଲ୍ଲା-ଗଜପତି

 516 total views,  1 views today

Leave a Reply

Your email address will not be published. Required fields are marked *