Jun
2020
20
ପଢନ୍ତୁ ଗେଲାମଣି ପ୍ରଧାନ ଙ୍କ ଗଳ୍ପ –ମନେ ପଡ଼େ ଆଜି ବିଦ୍ୟାଳୟ କଥା
ଶୀର୍ଷକ ମନେ ପଡ଼େ ଆଜି ବିଦ୍ୟାଳୟ କଥା ମନ ଖୁସିରେ ଧାଉଁ ଥିଲି ସ୍କୁଲକୁ।ଖେଳିବି,ନାଚିବି,ଗୀତ ଗାଇବି ବୋଲି।କିଛି ଦିନ ବିତିଗଲା ପରେ ଘରେ ପଢିବାକୁ କହିବା ବେଳେ ଶୋଇପଡୁଥିଲି ଆଉ ବାହାନା କରି ଖାଉନଥିଲି,ଋଷି ବସୁଥିଲି।ଏମିତି ଲାଗୁଥିଲା ମତେ ସ୍ନେହ କରୁନାହାନ୍ତି ଆଉ ସେଇଥିପାଇଁ ପଢିବାକୁ କହି ବୋଧେ କୁଆଡେ ଯିବେ ଚାଲି ଆସିବେନି ଆଉ