Dec
2021
3
*”ଭସା ମେଘ”-ସ୍ଵପ୍ନାରାଣୀ ପାଣିଗ୍ରାହୀ*
“ଭସା ମେଘ” *************** ପ୍ରକୃତି ଅଙ୍ଗନେ ଦୃଶ୍ୟ ଘନକାଳ ଦୂରାଇ ରୌଦ୍ର ପ୍ରଚଣ୍ଡ। ବ୍ୟାପ୍ତ ନୀଳାମ୍ବର ଅଙ୍ଗେ ଘନକୃଷ୍ଣ ଭାସମାନ ମେଘଖଣ୍ଡ।। ସୃଜିଦିଏ ସପ୍ତବର୍ଣ୍ଣି ଶକ୍ରଚାପ ରମଣୀୟ ରଙ୍ଗଖେଳେ। ସଞ୍ଚରିଯାଏ ମାଟିରେ ମହକ ବର୍ଷିତ ଜଳପାତରେ।। ଘନ ଆସ୍ତରଣେ ଭସା ଭସା ମେଘ ଘଡଘଡିର ବାଇଦ। ମୁହୂର୍ତ୍ତରେ ତୋଳେ ପ୍ରଳୟ ତାଣ୍ଡବ ସୂରୁଜ ଗଣେ ପ୍ରମାଦ।। ହୃଦୟ ଆକାଶେ