Jan
2023
29
ବିରହିଣୀ – ସୁମିତ୍ରା_ନାୟକ
ବିରହିଣୀ ଅପରୂପା ରୂପ ଲାବଣ୍ୟରୁ କାଣିଚାଏ କିଣି ଆଣି , ଅଷ୍ଟାଙ୍ଗ ଶରୀରେ ସୋନ୍ଦର୍ଯ୍ୟ ଭୂଷଣ ବୁଣି , ଅଧର ଯେମିତି ଗୋଲାପରୁ ଗୋଲାପୀ ଟିକିଏ କିଣି , କଥା ମୁକ୍ତା ଝରା ଯେସନ ଶିକ୍ତରୁ ମୁକୁତା ଜିଣି , ଆଃ କି ମୋହିନୀ କାନ୍ତେ ମନ ହରିଣୀ , ମନ ଉପବନ ଛାୟାରେ ଥକାଯୁକ୍ତ ତରୁଣୀ