Dec
2020
25
ମାଣବସା ଗୁରୁବାର– *ସୁମନ୍ତ ବେହେରା*
*ମାଣବସା ଗୁରୁବାର* ବରଷକ ବାର ମାସ ମଧ୍ୟେ ଆମ ଶ୍ରେଷ୍ଠ ମାସ ମାର୍ଗଶୀର । ମା’ ଲକ୍ଷୀଙ୍କ ପୂଜା ପାଇଁ ସେ ପ୍ରସିଦ୍ଧ । ପ୍ରସିଦ୍ଧ ତା’ ଗୁରୁବାର ।। ଦେଉଅଛି ଶିକ୍ଷା ସମାଜକୁ ଜାଣ ପର୍ବ ଏହି ଗୁରୁବାର । ନାରୀ ଓ ପୁରୁଷ ଦୁହିଁଙ୍କ ସମାଜେ ଅଛି ସମ ଅଧିକାର ।। ନୀଚ ନୁହେଁ କେହି