Oct
2021
16
*କରୋନା କିଳା-ସୁବ୍ରତ କୁମାର ଜେନା*
*କରୋନା କିଳା* ସୁବ୍ରତ କୁମାର ଜେନା ************************** ପୂଜା ପୂଜା ବୋଲି ଚହଳ ପଡିଛି ହେଉନି ସାଜ କି ସଜ୍ଜା, ଯାତରା ବାତରା ବିନା ଲାଇଟରେ ଆସୁନି ପଛର ମଜା । ଭୋଟ ବେଳକୁ କରୋନା ଯାଉଛି ଖାଇବାକୁ ପୁରୀ ଖଜା, ପାର୍ବଣର ଋତୁ ଆସୁଛି ଜେବେରେ ସରକାର ଦିଏ ସଜା । ବିନା ହୋ ହାଲ୍ଲା ବିନା