*କରୋନା କିଳା*
ସୁବ୍ରତ କୁମାର ଜେନା
**************************
ପୂଜା ପୂଜା ବୋଲି ଚହଳ ପଡିଛି
ହେଉନି ସାଜ କି ସଜ୍ଜା,
ଯାତରା ବାତରା ବିନା ଲାଇଟରେ
ଆସୁନି ପଛର ମଜା ।
ଭୋଟ ବେଳକୁ କରୋନା ଯାଉଛି
ଖାଇବାକୁ ପୁରୀ ଖଜା,
ପାର୍ବଣର ଋତୁ ଆସୁଛି ଜେବେରେ
ସରକାର ଦିଏ ସଜା ।
ବିନା ହୋ ହାଲ୍ଲା ବିନା ଗହଳିରେ
ମାଆଙ୍କ ଉଡୁଛି ଧ୍ବଜା,
ଜଣା ନାହିଁ କେବେ ଯିବ ଏ କରୋନା
ମିଶିକି କରିବୁ ମଜା ।
ବାଜିବ ତେଲିଙ୍ଗି ବାଜିବ ମହୁରୀ
ଘରକୁ ଆସିବେ ଅଜା,
ସାଥି ହୋଇ ସଭେଁ ବୁଲିବାକୁ ଯିବା
ଖାଇବା ଚାଟପାପଡି ଭଜା ।।
ସୁବ୍ରତ କୁମାର ଜେନା
423 total views, 1 views today
Appreciating the time and effort you put into your site and in depth information you present.
It’s great to come across a blog every once in a while that isn’t the same unwanted rehashed material.
Great read! I’ve bookmarked your site and
I’m adding your RSS feeds to my Google account.
Here is my web site :: special
Hi everyone, it’s my first pay a quick visit at this web page, and post is genuinely
fruitful in support of me, keep up posting such articles.
Hi there, You’ve done an excellent job. I’ll definitely digg it and
personally recommend to my friends. I’m sure they’ll be
benefited from this website.
Quality content is the secret to interest the viewers to pay a visit the website, that’s what this web site is
providing.
It’s awesome for me to have a site, which is beneficial in favor of my knowledge.
thanks admin