Jan
2023
10
ମଦାଳସି ପ୍ରିୟେ-ସମ୍ବିତ କୁମାର ନନ୍ଦ
❤️❤️ ” ମଦାଳସି ପ୍ରିୟେ.. ” ❤️❤️ ( ପ୍ରତ୍ୟେକ ପଙ୍କ୍ତି ର ଆଦ୍ୟ-ଶବ୍ଦ ‘ମ’ ଯୁକ୍ତ ) ମିଠା-ମିଠା ଲାଗେ,ଶୀତଋତୁରେ ଯେ,ତୁମ ପ୍ରୀତି-ଅଭିଷେକ, ମଧୁରତା ଭରା, ତୁମ ଉଆସରେ , ସାଜିଛି ମୁଁ ଆଗନ୍ତୁକ। ମହୁଆ ମନଟା, କାହିଁ ମତୁଆଲା, ତୁମରି ଆଦର ପାଇଁ, ମଦନ ଶରରେ, କ୍ଷତାକ୍ତ-ଶରୀର, ତୁମେ କି’ବା ବୁଝ ନାହିଁ !!! ମଦାଳସି