Feb
2021
28
ଅବିବେକ — ରଞ୍ଜନ କୁମାର ଭୁକ୍ତା
” ଅବିବେକ ” ଥିରୀ ଥିରି ଚାଲେ ସାଧବ ବୋହୂ ଲୋ ଆକାଶେ କଳା ବଉଦ ଅମାନିଆ ପ୍ରେମ ଭାବନା ଅଧିକା ଖସି ଯାଉଥାଏ ପାଦ ।। ପାଦ ଥାପି ପ୍ରଭୁ ବଳିକୁ ଚାପିଲେ ମୁକ୍ତି ହେଲା ଦାନବେନ୍ଦ୍ର ଆମାବାସ୍ୟା ରାତି କୁଆଁରୀ ମନରେ ସତେକି ଦ୍ଵିତୀୟା ଚନ୍ଦ୍ର ।। ଚନ୍ଦ୍ର ଜଳୁଅଛି ରବି କିରଣରେ ଧରାକୁ ଦିଏ