May
2022
22
ସକଳ ଜୀବରେ — ବିଜୟ କୁମାର ଜେନା
ସକାଳର ଜଣାଣ ସକଳ ଜୀବରେ ବିଜୟ କୁମାର ଜେନା ସକଳ ଜୀବରେ ତୁମ ସତ୍ତା ଅଛି ସୃଷ୍ଟି ତୁମ ନିର୍ଦ୍ଦେଶରେ, ହୁଏ ଆତଯାତ ଯୁଗ ଯୁଗାନ୍ତର ଯୁକ୍ତି ନୁହେଁ ଅନ୍ୟଥାରେ । ପ୍ରଭାତ କାଳରେ ଆଲୋକ ପରଶେ ରାତ୍ରେ ଯାଏ ଅପସରି ପ୍ରାଣୀଙ୍କ ବଞ୍ଚିବା ରାହା ଦେଇଛନ୍ତି, ସଦା ଋତୁଚକ୍ର ପରି। ଦୁଃଖ ପରେ