Feb
2021
10
ମଲାଜହ୍ନ — ପ୍ରଜ୍ଞା ନାୟକ
# ମଲାଜହ୍ନ ******* ଝାଉଁଳା ଆଖିରେ ସ୍ଵପ୍ନ ଟିକେ ପାଇଁ ବି, ଅନ୍ଧାରି ମୁଲକେ ଖୋଜେ ନିଦ ଏ ମନ । ଭାବନାରେ ଧଳା ଘୋଡା, ରାଜକୁମାର … ତା ସହ ମିଳନର ସାତସୁରା ତାନ, ଦୋଳନ ଓ ଝୁଲଣ ଚୌକି, ମୁଠା ମୁଠା ଟଙ୍କା ଲମ୍ବା ଶୀତଳ ଗାଡ଼ିରେ ଯାତ୍ରା ପାଇଁ ଛଟପଟ ପ୍ରାଣ। କିନ୍ତୁ ଚିନ୍ତା