Jul
2020
10
ପଢନ୍ତୁ ତେଜସ୍ୱିନୀ ସାମଲ ଙ୍କ ପ୍ରବନ୍ଧ ଓଡିଆ ଵାଣୀ ଭଣ୍ଡାରକୁ ନାରୀକଵି ମାନଙ୍କ ଭୂମିକା
ଓଡିଆ ଵାଣୀ ଭଣ୍ଡାରକୁ ନାରୀକଵି ମାନଙ୍କ ଭୂମିକା ——————————– ସମାଜରେ ନାରୀ ଓ ପୁରୁଷ ଗୋଟିଏ ମୁଦ୍ରାର ଦୁଇଟି ପ୍ବାର୍ଶ ଭଳି। ଶିକ୍ଷା ଦ୍ଵାରା ନାରୀ ହୁଏ ପ୍ରଶସ୍ତ ମନା। ଆମ ଦେଶ ତଥା ସାହିତ୍ୟର ସର୍ବାଙ୍ଗୀନ ଉନ୍ନତି ସାଧନ କ୍ଷେତ୍ରରେ ପୁରୁଷ ଭଳି ନାରୀର ଭୁମିକା ରହିଥିବାର କାରଣରୁ ସାହିତ୍ୟ କ୍ଷେତ୍ର ଅପରିହାର୍ଯ୍ୟ ହୋଇପଡିଛି। ସମୟର ପରିବର୍ତ୍ତନ