Sep
2021
15
*ଅଭାଗିନୀ – ଡ଼ଃ.ସୁଶ୍ରୀ ସଙ୍ଗୀତା ସ୍ୱାଇଁ*
**ଅଭାଗିନୀ ** ଡ଼ଃ.ସୁଶ୍ରୀ ସଙ୍ଗୀତା ସ୍ୱାଇଁ ” ମାଡାମ୍, ମି. ସାମନ୍ତରାୟ ଙ୍କର ଚେତା ଫେରିଆସିଛି ” ନର୍ସ ର ଏକଥା ଶୁଣି କ୍ଷଣକ ପାଇଁ ଡ଼କ୍ଟର ସାଗରିକା ଆନନ୍ଦ ହେଲେ, ପରବର୍ତ୍ତୀ ମୂହୁର୍ତ୍ତ ରେ ଗମ୍ଭୀର ହୋଇ କହିଲେ, ” ଠିକ୍ ଅଛି, ତୁମେ ଯାଅ,ମୁଁ ଆସୁଛି”। ଡ଼ଃ ସାଗରିକା ଆମେରିକାନ୍ କଲେଜ ଅଫ୍