Jul
2021
7
*ଘୁଞ୍ଚିବ ତୁମ ଅଭାବ – ଜିତେଦ୍ର ଗିରି*
ଘୁଞ୍ଚିବ ତୁମ ଅଭାବ ଜିତେଦ୍ର ଗିରି *******************””************** ବୃକ୍ଷ ଆମ ବନ୍ଧୁ ବୃକ୍ଷ ଆମ ସଖା ବୃକ୍ଷ ଆମ ସହୋଦର ପ୍ରତି ହାତ ତୁମେ ବୃକ୍ଷ ରୋପିଚାଲ ହେବ ତୁମ ଦରକାର। ସ୍କନ୍ଦ ପୁରାଣରେ ବର୍ଣ୍ଣିତ ଅଛି ଯେ ବୃକ୍ଷ ଉପକାର କଥା ବଂଶ ବୃଦ୍ଧି ପାଇଁ ବଟ ବୃକ୍ଷ ବନ୍ଧୁ ଜତନେ ତାକୁ ପୋତୁଥା। ଅଶ୍ୱତ୍ଥ