April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ଘୁଞ୍ଚିବ ତୁମ ଅଭାବ – ଜିତେଦ୍ର ଗିରି*

ଘୁଞ୍ଚିବ ତୁମ ଅଭାବ

 

ଜିତେଦ୍ର ଗିରି

*******************””**************

ବୃକ୍ଷ ଆମ ବନ୍ଧୁ ବୃକ୍ଷ ଆମ ସଖା
ବୃକ୍ଷ ଆମ ସହୋଦର
ପ୍ରତି ହାତ ତୁମେ ବୃକ୍ଷ ରୋପିଚାଲ
ହେବ ତୁମ ଦରକାର।

ସ୍କନ୍ଦ ପୁରାଣରେ ବର୍ଣ୍ଣିତ ଅଛି ଯେ
ବୃକ୍ଷ ଉପକାର କଥା
ବଂଶ ବୃଦ୍ଧି ପାଇଁ ବଟ ବୃକ୍ଷ ବନ୍ଧୁ
ଜତନେ ତାକୁ ପୋତୁଥା।

ଅଶ୍ୱତ୍ଥ ବୃକ୍ଷ ଯେ ଦାରିଦ୍ର୍ୟ ନାଶକ
ଘୁଞ୍ଚିବ ତୁମ ଅଭାବ
ନଦୀକୂଳେ ଅବା ପୋଖରୀ ହୁଡ଼ାରେ
ଯଦି ତାକୁ ରୋପିଦେବ।

ସର୍ବସୁଖ ଯଦି ତୁମେ ଚାହୁଁ ଅଛ
ବଟ ଅସ୍ତ ଯୋଡ଼ି ପୋତ
ଶରଧାରେ ନିତି ମୂଳେ ପାଣି ଦେଲେ
ଦୁଃଖ ହେବ ଯେ ଅତୀତ।

ରୋଗ ବିନାଶକ ନିମ୍ବ ବୃକ୍ଷ ଅଟେ
ଶାସ୍ତ୍ର ପୁରାଣେ ବର୍ଣ୍ଣିତ
ଘର ଆଖପାଖେ ତାକୁ ପୋତି ଦିଅ
ରୋଗର ହେବ ନିପାତ।

ପୁତ୍ରି ପ୍ରାପ୍ତି ପାଇଁ ଜାମୁକୁଳି ବୃକ୍ଷ
ଲଗାଅ ଯେ ସୁଧିଜନେ
ସୁନା ନାକି ବୋହୂ ପାଇବା ପାଇଁକି
ଡାଳିମ୍ବ ଲଗାଅ ବନେ।

ଦଶ ପୁତ୍ର ସମ ଏକ ପୁତ୍ରୀ ବନ୍ଧୁ
କଥା ଏକବାର ସତ
ପୁଣି ଦଶ ପୁତ୍ରୀ ସମ ଏକ ବୃକ୍ଷ
ସ୍କନ୍ଦ ପୁରାଣେ ବର୍ଣ୍ଣିତ।

ଆହୁରି ଅନେକ ରହିଗଲା ବନ୍ଧୁ
ଗଛ ଲତା ଙ୍କର କଥା
ଅଳ୍ପ ସ୍ୱଳ୍ପ ପଢ଼ି ଲେଖିଲା ବେଳକୁ
ଘୁରିଯାଏ ମୋର ମଥା।

ଜିତେଦ୍ର ଗିରି

Loading

18 thoughts on “*ଘୁଞ୍ଚିବ ତୁମ ଅଭାବ – ଜିତେଦ୍ର ଗିରି*

  1. Spot on with this write-up, I honestly feel this web site needs a great deal more attention. I’ll probably be returning to read more,
    thanks for the info!

    Feel free to visit my blog post 2022

  2. You made some decent points there. I checked on the internet for more information about the issue and
    found most people will go along with your views on this website.

  3. Aw, this was an incredibly good post. Finding the time and actual effort to generate a top notch articleÖ but what can I sayÖ I procrastinate a lot and don’t manage to get anything done.

  4. I love your blog.. very nice colors & theme. Did you create this website yourself or did you hire
    someone to do it for you? Plz respond as I’m looking to create my own blog
    and would like to know where u got this from. thanks a lot

  5. Oh my goodness! an amazing write-up dude. Thanks Nevertheless We are experiencing issue with ur rss . Do not know why Struggling to register for it. Possibly there is anyone obtaining identical rss difficulty? Anybody who knows kindly respond. Thnkx

  6. Hey there would you mind letting me know which hosting company you’re using?

    I’ve loaded your blog in 3 completely different web browsers and
    I must say this blog loads a lot faster then most.
    Can you suggest a good web hosting provider at a fair price?
    Many thanks, I appreciate it!

Leave a Reply

Your email address will not be published. Required fields are marked *