Jul
2020
8
ଭଉଣୀ
—–ଭଉଣୀ——– ତିନି ଅକ୍ଷର ନାମଟି ତାର ରହିଛି କେତେ ସ୍ନେହ ଆଦର ସିଏ ତ ଚାନ୍ଦ ମୁହିଁ, ଅତି ସୁନ୍ଦର ସେହି ଶବ୍ଦ ଟି ମୋତି ମାଣିକ ତାର ନାମଟି ହସେ ମୋ ପାଖେ ରହି …… ଭାରି ଗେହ୍ଲେଇ ମୁହଁ ଫୁଲେଇ ନାକ ଅଗରେ ତାହାରି ରାଗ କାନ୍ଦେ ସେ କଇଁ ,କଇଁ ସିଏ ହସିଲେ ଅଗଣା