May 04, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ଗାୟତ୍ରୀ ମନ୍ତ୍ର ର ଶକ୍ତି — ଶକ୍ତିଦା ବିଷୋୟୀ

ଗାୟତ୍ରୀ ମନ୍ତ୍ର ର ଶକ୍ତି

     

ଓଁ ସ୍ତୁତା ମୟା ବରଦା ବେଦ ମାତା ପ୍ରଚୋ ଦୟାତାମ୍ ପାପମାନି ଦ୍ଵିଜାନାମ୍ ଆୟୁଃ ,ପ୍ରାଣ,ପ୍ରଜାଂ, ପଶୁ୍ଂ,କିର୍ତ୍ତୀ,ଦ୍ରବିଣ, ବ୍ରହ୍ମବର୍ଚସମ୍ ମହ୍ଯମଂ ଦତ୍ବା ବ୍ରଜତ ବ୍ରହ୍ମ ଲୋକମ୍।। (ଏସଵବୁ ଦ୍ରବ୍ୟ ପ୍ରାପ୍ତି ହୁଏ)

ଗ+ଇତି=ଗାୟତ୍ରୀ

ପ୍ରାଣକୁ -ତ୍ରାଣ କରିବା ମନ୍ତ୍ର ଗାୟତ୍ରୀ ମନ୍ତ୍ର ।

 

ମନ୍ତ୍ରମଧ୍ୟେ ଶ୍ରେଷ୍ଠ ଗାୟତ୍ରୀ ମନ୍ତ୍ରଯେ

ମନ୍ତ୍ରରେ ମୁକୁଟ ମଣୀ

ଗାୟତ୍ରୀ ମନ୍ତ୍ରର ଥରେ ଉଚ୍ଚାରଣେ

ମିଳଇ ପରଶମଣି ।।

 

ଜଗତ କଲ୍ୟାଣ ସେବା ପରାୟଣ

ଦେବା ଦେବୀ ୠଷି ମୁନି

ସେମନ୍ତ୍ର ଜପନ୍ତି ଯୁଗ ଯୁଗ ଧରି

ବ୍ରହ୍ମା ବିଷ୍ଣୁ ଶିବ ତିନି।।

 

ଋଦ୍ଧି ସିଦ୍ଧି ପ୍ରାପ୍ତି ପାଇ ମହାଶକ୍ତି

ସାଶ୍ବତ ଜଗତେ କୀର୍ତ୍ତି

ବିଦ୍ୟା ସରସ୍ଵତୀ ଲକ୍ଷ୍ମୀ ଧନ ଦାତ୍ରୀ

କାଳୀ ପ୍ରାପ୍ତି ମହା ଶକ୍ତି।।

 

ବିଶିଷ୍ଟ ଜ୍ଞାନର ଅଧିକାରୀ ହୋଇ

ଋଷି ବଶିଷ୍ଠ ନାମରେ

ବିଶ୍ଵର ମଙ୍ଗଳ ତପକରି ଖ୍ୟାତ

ବିଶ୍ଵାମିତ୍ର ଏ ବିଶ୍ବରେ ।।

 

ବ୍ରହ୍ମା ଜପକରି ଏ ଗାୟତ୍ରୀ ମନ୍ତ୍ର

ବ୍ରହ୍ମ ମୟ ଏଜଗତ

ବିଷ୍ଣୁ ଜପି ଏହି ସୃଷ୍ଟିକୁ ପାଳନ୍ତି

ସଂହାର କରନ୍ତି ଶିବ।।

 

ପରମ ପବିତ୍ର ଏ ଗାୟତ୍ରୀ ମନ୍ତ୍ର

ମନ୍ତ୍ରେରେ ମୁକୁଟ ମଣୀ

ସଙ୍କଟୁ ତାରଇ ବିପଦୁ ରଖଇ

କରଇ ସେ ମହା ଜ୍ଞାନୀ ।।

 

ନର’କୁ ବ୍ରାହ୍ମଣ ,ବ୍ରାହ୍ମଣକୁ ସିଦ୍ଧ,

ସିଦ୍ଧ ହୁଏ ଭଗବାନ

ଲେଖକ ,ପଣ୍ଡିତ, ମୂର୍ଖ ଜନ ଗଣ

ଜପେ ପ୍ରାପ୍ତି ବ୍ରହ୍ମ ଜ୍ଞାନ ।।

 

ଚିତ୍ତେ ଆରାଧନା କରିଲେ ସାଧନା

ଧ୍ୟାନମଗ୍ନ ଶ୍ରଦ୍ଧା ଭକ୍ତି

କାମନା ସକଳ ପୂର୍ଣ୍ଣ କରେ ମନ

ଗାୟତ୍ରୀ ମାତାଙ୍କ ଶକ୍ତି ।।

 

ଦୁଃଖ କଷ୍ଟ ,ଶୋକ, ରୋଗ,ପାପ,ତାପ

ପ୍ରାରବ୍ଧ ପୂର୍ବ ଜନ୍ମର

ଲାଘବ ହୁଅଇ ଐଶ୍ୱର୍ଯ୍ୟ ବର୍ଷଇ

ଦୀପ୍ତିମାନ ଜୀବନର ।।

 

ଏତିକି ମୋଅଳି କର ଶକ୍ତିଶାଳୀ

ଦୁଆତ ମାଁ ଚାଲୁ ଥାଉ

ଭାଷି ଆସୁ ଶବ୍ଦ ମାନସ ପଟରେ

ପାଦ ପଦ୍ମେ ଚିତ୍ତ ରହୁ।।

 

ସୋରଡ଼ା ,ଗଞ୍ଜାମ

    ମୋ-୭୫୩୭୦,୪୬୫୩୩

Loading

Leave a Reply

Your email address will not be published. Required fields are marked *