April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ଗୌରବ – ବିନୋଦିନୀ ଦାଶ*

ଗୌରବ

 

ବିନୋଦିନୀ ଦାଶ

********************

ଦୁନିଆ ବୁକୁରେ ଜନମି ବି କେହି

ଯଦି ଭଲକର୍ମେ ଦିଅଇ ମତି

ନିଶ୍ଚୟ ଗୌରବ ବଢ଼ଇ ତାହାର

ଲଭଇ ଅନେକ ଯଶ-କୀରତି

ଉତ୍କଳ ଗୌରବ ମଧୁସୂଦନ

ନୀତି ଆଦର୍ଶରେ ଜୀବନକୁ ବାନ୍ଧି

ଉତ୍କଳୀୟ ପାଖେ ଚିର ଅମ୍ଳାନ ।

 

ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଚାଣକ୍ୟ ଅଶୋକ

(ଗୁରୁ) ରାମଦାସ ଶିବାଜୀ ଛତ୍ରପତି

ପଞ୍ଜାବ କେଶରୀ ରଣଜିତ୍ ସିଂହ

ଲକ୍ଷ୍ମୀବାଇଙ୍କର ବୀରତ୍ବ କୃତି

ଧର୍ମପଦ ବିର୍ସା ବାଜିରାଉତ

ଓଡ଼ିଆ ପୁଅଙ୍କ ଗୌରବର ଗାଥା

ଇତିହାସ ତୋଳେ ତା’ର ମହତ ।

 

ଉତ୍କଳ ମଉଡ଼ମଣି ଜଗନ୍ନାଥ

ପଛେ ଅଛି କେତେ ଗୌରବ ଗାଥା

ଗୁଉଡ଼ୁଣୀ ମାଣିକଠୁ ଦହି ପିଇ

କାଞ୍ଚି ଯୁଦ୍ଧକୁ ଥିଲେ ସାମରଥା

ପୁରୀ ରାଜା ପୁରୁଷୋତ୍ତମ ଦେବ

ବିଜୟ ପତାକା ଉଡ଼ାଇ ରଚିଲେ

ଇତିହସରେ ସୁବର୍ଣ୍ଣ ଗୌରବ ।

 

ଆମ ଭାରତୀୟ ପୁରାଣ ଗ୍ରନ୍ଥରେ

ଗୌରବମୟ ଗାଥା ଅସୁମାରି

ଶ୍ରୀକୃଷ୍ଣାର୍ଜୁନଙ୍କ ଅଶେଷ ଗୌରବ

ଅଛି ସିଏ ତା’ର ବୁକୁରେ ଧରି

ମାନବିକତା ଗୁଣ ବିକଶିତ

ଯିଏ ପଢ଼ି ଶୁଣି ଗୀତା ଭାଗବତ

ବୁଝିପାରେ ତାହା ଭିତର ତତ୍ତ୍ବ ।

 

ପୁରାଣ ଯୁଗରୁ ଇତିହାସ ଯୁଗ

ଗାଏ ଭାରତର ଗୌରବ ଗୀତି

ବିଜ୍ଞାନ ଯୁଗେ ବି ଭାରତ ମହନ

ଧରି ଅଶେଷ ସଂସ୍କାର ସଂସ୍କୃତି

ତା’ ବୁକୁରେ ନାନା ବିଜ୍ଞାନୀ ଗଣ

ଜନମି ଗୌରବମଣ୍ଡିତ ଅଛନ୍ତି

ସାହିତ୍ୟ ସ୍ରଷ୍ଟା ବି କାହାଣ ପଣ ।

 

ଯେଝା ଗୌରବରେ ଯେଝା ବିମଣ୍ଡିତ

ହୋଇଛନ୍ତି ହେଉଥିବେ ମହୀରେ

କାହା ସଙ୍ଗେ କେହି ସମ ହେବେ ନାହିଁ

ହୁଏ ଜଣେ ଗୁଣି ନିଜ ଗୁଣରେ

ତା’ର ବାସନା ହୃଦୟୁ ବିତରେ

ମନ ଧନ ଆତ୍ମା ବନ୍ଧା ପଡ଼ିଯାଏ

ଗଉରବ ପାଇଁ ଏହି ସଂସାରେ ।

ବିନୋଦିନୀ ଦାଶ

Loading

5 thoughts on “*ଗୌରବ – ବିନୋଦିନୀ ଦାଶ*

  1. You are so cool! I do not think I’ve truly read through a single thing like that before.
    So great to discover somebody with genuine thoughts on this subject matter.
    Really.. thanks for starting this up. This website is one thing that is needed on the internet, someone with some
    originality!

  2. Write more, thats all I have to say. Literally, it seems as
    though you relied on the video to make your point. You clearly know what
    youre talking about, why throw away your intelligence on just
    posting videos to your weblog when you could be giving us something informative to read?

  3. I am no longer certain the place you are getting your information,
    but good topic. I must spend some time finding out much more or working
    out more. Thanks for excellent info I used to be in search of this info for my mission.

  4. It is the best time to make a few plans for the longer
    term and it’s time to be happy. I’ve read this post and if I may I want to
    recommend you some interesting issues or tips. Perhaps you
    can write subsequent articles regarding this article.

    I want to read more things approximately it!

  5. Woah! I’m really loving the template/theme of this website.
    It’s simple, yet effective. A lot of times it’s challenging to get that “perfect balance” between usability and visual appeal.
    I must say you’ve done a awesome job with this.
    In addition, the blog loads extremely fast for
    me on Safari. Excellent Blog!

Leave a Reply to Melinda Cancel reply

Your email address will not be published. Required fields are marked *