ସ୍ୱାଧୀନତା ତୁମେ କେଉଁଠି
ଜିତେନ୍ଦ୍ର ଗିରି
**********””****************
କୁହ ଏବେ ସ୍ୱାଧୀନତା ତୁମେ କେଉଁଠି
ବାବୁଙ୍କ ଦପ୍ତରରେ ଦବି ରହିଥିବା
କେଉଁ କାଳରୁ ସେଇ ଅସହାୟର
ଦରଖାସ୍ତ କାଗଜଟିରେ ନା ପାଞ୍ଚ ପୁଅ
ଥାଇ ସହରର ଗଳି କନ୍ଦି ବୁଲି ପେଟ
ପାଳୁଥିବା ସେଇ ହତଭାଗିନୀ ପାଖରେ
ତେବେ କୁହ ସ୍ୱାଧୀନତା ତୁମେ କେଉଁଠି
ଜିଇଁ ବାର ସ୍ୱପ୍ନ ଦେଖି ନିର୍ଭୟରେ
ରାସ୍ତାଚାଲୁଥିଲାବେଳେ ଦେହ ରାକ୍ଷସଙ୍କଠାରୁ
ଧର୍ଷିତା ହେଇ ଜୀବନ ବିତାଇବାରେ
ନା ସେଇ ଚରିତ୍ରହୀନ ଲମ୍ପଟ ର
ପ୍ରେମର ମାୟା ଜାଲ ରେ ନିରୀମାଖୀ
ଟିଏ ଛନ୍ଦିହେଇ ଛଟପଟ ହେବାରେ
ଥରେ କୁହ ସ୍ୱାଧୀନତା ତୁମେ କେଉଁଠି
କଣ ସଫେଦ କୁର୍ତ୍ତା ପିନ୍ଧା ଜନତାଙ୍କୁ
ଜନାର୍ଦ୍ଦନ କହୁଥିବା ମହାଲୋଭି
ସର୍ବଗିଳା ସ୍ୱାର୍ଥବାଦୀ ଙ୍କ ଚଉକିରେ
ନା ସରକାରୀ ଘରେ ତଳ ପଦବୀରେ
କାର୍ଯ୍ୟରତ ମୁଁ କରିଦେବି କହୁଥିବା
ଗୋଟିଏ ନୋଟ ଲୋଭୀ ର ପକେଟରେ
ସତକୁହ ସ୍ୱାଧୀନତା ତୁମେ କେଉଁଠି
ଓଃ ହନ୍ତ ସନ୍ତ ହେଇ ଦାଦନ ପାଇଁ
ବିଦେଶ ଯାଉଥିବା ଖଟିଖିଆର
ଟାଣୁଆ ହାତରେ ନା ବର୍ଷ ବର୍ଷ ଧରି
ବାବୁ ମାନଙ୍କ ପାଇଁ ଲହୁ ଲୁହ ଏକକରି
ସ୍ୱଳ୍ପ ପାଉଣାରେ ନିଜର ଗୁଜୁରାଣ
ମେଣ୍ଟାଉଥିବା ଗରିବ ର ଲାଚାର ପଣରେ
ତେବେ କୁହ ତୁମେ କେଉଁଠି
କୁହ ସ୍ୱାଧୀନତା ଜବାବ ଦିଅ?
ଜିତେନ୍ଦ୍ର ଗିରି
Wow, great blog post. Awesome.
This article was great Thank you for sharing it.
I like the valuable info you supply in your articles.
I will bookmark your weblog and test again here
frequently. I’m relatively sure I will be informed many new stuff right here!
Best of luck for the next!
This page certainly has all of the info I wanted concerning this subject and didn’t know who to ask.
Fantastic blog article.Really looking forward to read more. Want more.
I have been surfing online more than 3 hours today, yet I never found
any interesting article like yours. It is pretty worth enough for me.
Personally, if all web owners and bloggers made good content as you did, the internet will be a lot more useful than ever
before.
I appreciate you sharing this blog post. Want more.
Im grateful for the blog post.Thanks Again. Want more.
I really liked your article.Thanks Again. Great.
Im thankful for the blog article.Really thank you! Awesome.
It’s in fact very complicated in this active life to listen news on TV, so
I simply use internet for that reason, and obtain the latest information.
A round of applause for your post.Really looking forward to read more. Cool.
Anyone chatted extraordinarily most typically associated with Rolex.
Im grateful for the post.Thanks Again.
more safeguarded. Do you have any recommendations?