❤️ ପ୍ରେମ❤️
✍️ପ୍ରେମ ଶବ୍ଦ ଟି କ୍ଷୁଦ୍ର ମନେ ହୋଇଥାଏ ।ଦୁନିଆରେ ବସବାସ କରୁଥିବା ପ୍ରତ୍ୟେକ ମଣିଷ ଜୀବନରେ କାହାକୁ ନା କାହାକୁ ଭଲ ପାଇ ବସେ ଦୁନିଆ ରେ ଭଲ ପାଇବା ନଥିଲେ ଲୋକ ସମ୍ପର୍କ ଗଢିବା କଷ୍ଟକର ମନେ ହୋଇଥାଏ ।ଭଲ ପାଇବା ନଥିଲେ ପରିବାର ପରି ଏକ ମନ୍ଦିର ଗଢ଼ିବା ସହଜ ସାଧ୍ୟ ହୋଇନଥାଏ ଗୋଟେ ମଣିଷ ଯେପରି ହେଉଥାଉନା କାହିଁକି ଅନ୍ୟ ଜଣେ ମଣିଷ ଚାହିଁଲେ ତାକୁ ନିଜର ଭଲ ପାଇବା ଦ୍ଵାରା ପରିବର୍ତ୍ତନ କରିପାରିବ କିନ୍ତୁ ଘୃଣା ଦ୍ଵାରା ନୁହେଁ ।ସମାଜରେ ଭଲ ପାଇବା ଏକ ସକ୍ରିୟ ଭୂମିକା ଗ୍ରହଣ କରିଛି ।ପ୍ରେମ ଶାଶ୍ଵତ , ଚିରନ୍ତନ ପ୍ରେମ ବିନା ଏ ସମଗ୍ର ସାହିତ୍ୟ ଜଗତ ମୂଲ୍ୟହୀନ ମନେହୁଏ ।
ନାମ _ଅନିତା ବିଶ୍ଵାଳ
ସହର_ ରାଉରକେଲା❤️