*କିଏ ଏଠି ମୋର….??*
_____________________
_____________________
ଯାହାକୁ ଭାବିଲି ନିଜର
ସବୁ କରିଦେଲେ ପର
ବାସ୍….. ଗୋଟିଏ ପ୍ରଶ୍ନ
କିଏ ଏଠି ମୋର…..??
ରାତି ଆସିଗଲେ,
ସୂର୍ଯ୍ୟ କରିଦିଏ ପର।
ଅନ୍ଧାର ଆସିଲେ,
ଛାଇ କରିଦିଏ ପର।
ନିଦ ଭାଙ୍ଗିଗଲେ,
ସ୍ବପ୍ନ କରିଦିଏ ପର।
କଣ୍ଟା ମାଡ଼ିଦେଲେ
ରକ୍ତ କରିଯାଏ ପର।
ରହିଯାଏ ପ୍ରଶ୍ନଟେ…..
କିଏ ଏଠି ମୋର…..??
କିଏ ଏଠି ମୋର….??
କିଏ ଏଠି ମୋର…..??
*✍🏻ଦିନେଶ ନନ୍ଦିନୀ*
*କଟକ*