Apr
2020
7
ହସ
✍🏻 *ହସ*✍🏻 ************* ଜୀବ ପାଇଁ ବଡ଼ ଜୀବନ ସ୍ପନ୍ଦନ ଜୀବନ ପାଇଁ ପ୍ରଶ୍ୱାସ ଏ ଭଵ ସଂସାରେ ସବୁଠୁ ଦୁର୍ଲଭ ମଣିଷ ଓଠର ହସ । ମାଆକୁ ଲାଗଇ ଅମୂଲ୍ୟ ସମ୍ପଦ ତା ଶିଶୁ ଓଠର ହସ ସେ ହସ ଛୁଇଁଲେ ତା ହୃଦ କଅଁଳେ ଜାଗେ ଆଶା ଓ ବିଶ୍ୱାସ । ବନ୍ଧୁର ହସଟା