Apr
2022
30
ବିବର୍ତ୍ତନ କ୍ରାନ୍ତି — ହୃଦୟ ରଞ୍ଜନ ପରିଡ଼ା
ବିବର୍ତ୍ତନ କ୍ରାନ୍ତି ଶୁଭିବ ଗର୍ଜନ ଚନ୍ଦ୍ରଭାଗା କୂଳେ ଓଡ଼ିଶା ପଡ଼ିବ ଥରି ହେବ ପୁନର୍ବାର ସତ୍ୟର ବିଜୟ ଫେରିବ ଅଯୋଧ୍ୟା ପୁରୀ ଆସ ଧର୍ମପଦ ଫେରି କର ପ୍ରାରମ୍ଭ ଏ ବିବର୍ତ୍ତନ କ୍ରାନ୍ତି ଶାନ୍ତି ଯାଉ ପୁଣି ଭରି ଖୋରଧା ମାଟିରୁ ପୁଣି ଶୁଭିବ ତାନ୍ତ୍ରିକର ମନ୍ତ୍ର ଡାକ ନିଆଁଖୁଣ୍ଟା ନିଆଁ ପୁଣି ଜଳିବ ଉଠ