May
2022
17
ପରିଚୟ ମାଗେ ମାତୃଭାଷା– ସସ୍ମିତା ବେହେରା
ପରିଚୟ ମାଗେ ମାତୃଭାଷା ମାଆ ର କୋଳରୁ ଏନ୍ତୁଡି ଶାଳରୁ କୁଆଁରାବ ଯେବେ ଆସେ ରାହା ଟେକି ତାର ଅବୁଝା କଥାଟା ଥରିଲା ଓଠରେ ଭାଷେ—-। ପକ୍ଷୀ ଶାବକ ର କିଚିରି ମିଚିରି ମାଆ ପକ୍ଷୀ ବୁଝେ ଭାଷା ଯାହା ବୁଝେ ମାଆ ଶିଖାଏ ଭଲରେ ପରିଚୟ ମାତୃଭାଷା —–। ଉତ୍କଳ ମାଟିରେ ଆମ ଭାଷା ଯେବେ ଜନମ