Jul
2021
7
*ପୂର୍ଣ୍ଣଚ୍ଛେଦ – ନାରାୟଣ ଚନ୍ଦ୍ର ସେନାପତି*
*ପୂର୍ଣ୍ଣଚ୍ଛେଦ* ********* ନାରାୟଣ ଚନ୍ଦ୍ର ସେନାପତି ******************************** ଅକ୍ଷର ସହ ଅକ୍ଷର ମିଳନରେ ଯେବେ ସୃଷ୍ଟିହୁଏ ଶବ୍ଦ ଶବ୍ଦ ବିଭୋର ହୋଇ କରେ ଉନ୍ମାଦ ଶବ୍ଦଙ୍କର ଶୃଙ୍ଖଳିତ ସରଳରୈଖିକ ଧାଡି ନିଜ ଭିତରେ ରଖିଥାଏ ଶାରୀରିକ ଭେଦ ମନର ମିଳନରେ ଅର୍ଥ ପରଶୁଥାଏ ଭାବ କ୍ଳାନ୍ତ ଜୀବନଟା ଲଗାଇ କମା ଦିଏ ବିଶ୍ରାମର ସମ୍ବାଦ ବାକ୍ୟ ସ୍ଥିତପ୍ରଜ୍ଞ