କେଡ଼େ କପଟୀ(ଚଉପଦୀ )-ଆଦିତ୍ୟ ଦାସ*

ଚଉପଦୀ – କେଡ଼େ କପଟୀ କେଡ଼େ କପଟୀ,ଏଥର ବୁଝି ମୁଁ ଗଲିଟି । କାହାଠୁ ଛଡ଼ାଇ, କାହାକୁ ଦିଆଇ ମିଛରେ ଦାତା ବୋଲାଉଛଟି ।।୦।। ଗୋପୀଙ୍କ ବସନ, ଘେନି ନାରାୟଣ ଦ୍ରୌପଦୀ ଠାରେ ଦାନ କଲଟି ।।୧।। ଦେଲା ଯାହା ବଳି, ଧରିଗଲ ଚଳି ସୁଦାମା ଗୃହେ ଦେଲ ଢାଳିଟି ।।୨।। ଶୁକ୍ର ଚକ୍ଷୁ ନଷ୍ଟ ,କରିଣ କପଟ … Continue reading କେଡ଼େ କପଟୀ(ଚଉପଦୀ )-ଆଦିତ୍ୟ ଦାସ*