*କାହିଁକି କରୁଛ ଭୟ–ପ୍ରିୟଦର୍ଶିନୀ ମହାପାତ୍ର*

  କାହିଁକି କରୁଛ ଭୟ ~~~~~~~~~~~~~ କାହିଁକି କରୁଛ ଭୟ, ତୁମ ପାଇଁ ଅଛି ପରମ ପିତାଙ୍କ ଦିବ୍ୟ ଶାଶ୍ୱତ ଆଶ୍ରୟ । କାହିଁକି କରୁଛ ଭୟ ? ନିର୍ଜ୍ଜନ ରାତ୍ରିରେ ହସଇ ଚନ୍ଦ୍ରମା, ତମସାରେ ଢାଳେ ବିମଳ ସୁଷମା । ସେହିପରି ତୁମେ ତମପୂର୍ଣ୍ଣ ପ୍ରାଣେ ସୃଜ ଅଖଣ୍ଡ ପ୍ରତ୍ୟୟ । କାହିଁକି କରୁଛ ଭୟ ? … Continue reading *କାହିଁକି କରୁଛ ଭୟ–ପ୍ରିୟଦର୍ଶିନୀ ମହାପାତ୍ର*