*ବଳାତ୍କାର ଜଞ୍ଜିର ଫିଟାଇ ହୁଅ ଅଗ୍ରସର–ରିନା ପରିଡା*

ବଳାତ୍କାର ଜଞ୍ଜିର ଫିଟାଇ ହୁଅ ଅଗ୍ରସର ନିଶ୍ୱାସ ବି ଆଜି ପଥରୁଦ୍ଧ କରେ ବଞ୍ଚିବାକୁ ଦୁଇ ଦିନ କ୍ରୁର ଏ ମାନବ ଆଜି ମହୀ ତଳେ କରାଏ ନିଜ ନାରୀ ଜାତିର ଅପମାନ | ଆଖିର ଲୁହ ଛାତିର କୋହ ଅବିରତ ବହିଯାଏ ଯନ୍ତ୍ରଣାରେ ନିରୀହ ନେତ୍ର କାନ୍ଦି କାନ୍ଦି ଥକି ଯାଏ | ଅତ୍ୟାଚାରୀ ସେ ଦୁଷ୍କର୍ମୀ … Continue reading *ବଳାତ୍କାର ଜଞ୍ଜିର ଫିଟାଇ ହୁଅ ଅଗ୍ରସର–ରିନା ପରିଡା*