*ମୋ ବାପା–ସସ୍ମିତା ସାହୁ*

ମୋ ବାପା ★★★★★★★★★★★ ବହୁଦିନ ହେଲା ଭାବିଲିଣି ବାପା ଲେଖିବି ଗୋଟିଏ କବିତା । ତୁମପାଇଁ ବାପା, ମିଳୁନାହିଁ ଶବ୍ଦ ଖୋଜିଲିଣି କେତେ ସଂହିତା ।। ଖଣ୍ଡେ କଲମରେ ଫର୍ଦେ କାଗଜରେ ପାରୁନି ସାଉଁଟି ଆକାଶ । ଦିନ ସରିଯିବ ପୋଥି ହେଇଯିବ ଲେଖିଲେ ତୁମ ଇତିହାସ ।। ସ୍କୁଲ ଗଲାବେଳେ ନେଇନାହଁ କେବେ ହାତ ଧରି ତୁମ … Continue reading *ମୋ ବାପା–ସସ୍ମିତା ସାହୁ*