*ତମେ–ଜିନାତମାମ୍ ଦର୍ଜୀ*

  ତମେ……. —————————— ତମେ ମୋ ମନର ଦଗ୍ଧ ଅରଣ୍ୟର ଦେବତା ନା ଅପଦେବତା…….. ମୋର ସ୍ନାୟୁର ଭ୍ରୁଣ ବିନ୍ଦୁରେ ଆଶିଷର ଉଷ୍ମ ପଳାସ ରକ୍ତ ବିଗ୍ରତା ନା ତୁମେ ସ୍ଥିରତା??? କୁନି କାପ୍ତା ଚଢେଇର ଖନେଇ ପାଟିରେ, ଆକାଶର ଫାଙ୍କା ଭାବନା ଚୋରା ସ୍ୱପ୍ନର ବାଲିଝଡ଼?, ନା ଆବେଗରେ ଆଦ୍ର ବ୍ୟଞ୍ଜନା??? କୁହ ଆଗୋ ମତେ, କେଉଁ … Continue reading *ତମେ–ଜିନାତମାମ୍ ଦର୍ଜୀ*