*ଅନିନ୍ଦ୍ୟ ସୁନ୍ଦରୀ- ପ୍ରିୟବ୍ରତ ପରିଡା*

  ଅନିନ୍ଦ୍ୟ ସୁନ୍ଦରୀ °°°°°°°°°°°°°° ବର୍ଣ୍ଣିବି କିପରି ସୌନ୍ଦର୍ଯ୍ୟକୁ ତୁମ ନ ପାଏ ତା ପରିଭାଷା, ଦେଖିଣ ତୁମକୁ ଏ ବେଶରେ ଆଜି ଜହ୍ନ ବି କରୁଛି ଇର୍ଷା ll କୁରଙ୍ଗୀ ନୟନୀ ମଧୁର ଭାଷିନୀ ଗଣ୍ଡଦେଶେ ସରୁ ଜାଇ, ସତେ କି ଆସିଛ ସ୍ବର୍ଗର ଅପ୍ସରୀ ତରୁଣୀର ରୂପ ନେଇ ll ରକ୍ତ ବର୍ଣ୍ଣ ସମ କୁବ୍ଲକ … Continue reading *ଅନିନ୍ଦ୍ୟ ସୁନ୍ଦରୀ- ପ୍ରିୟବ୍ରତ ପରିଡା*